Jump to content

ସତ୍ୟ ରଞ୍ଜନ ମିଶ୍ର

ଉଇକିପିଡ଼ିଆ‌ରୁ

ସତ୍ୟ ରଞ୍ଜନ ମିଶ୍ର (ଜନ୍ମ: ୮ ଫେବୃଆରୀ ୧୯୭୫) ଜଣେ ଓଡ଼ିଆ ଲେଖକ, ଗବେଷକ ଓ ପ୍ରାବନ୍ଧିକ । ସେ ନିଜ ଗ୍ରାମର ଧାରାବାହିକ ଇତିହାସ ଲେଖିଥିଲେ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ସତ୍ୟ ରଞ୍ଜନ ମିଶ୍ର ପୁରୀ ଜିଲ୍ଲାର ଚନ୍ଦନପୁର ଅନ୍ତର୍ଗତ ବୀରବଳଭଦ୍ରପୁର ଶାସନରେ ୧୯୭୫ ଫେବୃଆରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସ୍ନାତକ ଶିକ୍ଷା ପ୍ରାପ୍ତ ସତ୍ୟ ରଞ୍ଜନଙ୍କ ପ୍ରବନ୍ଧାବଳୀ କେଦାର ଭାରତୀ, ପ୍ରତିଭା, ବ୍ରହ୍ମ ଦର୍ଶନ, ମାଣିକ, ଶ୍ରୀଗୁଣ୍ଡିଚା ପତ୍ରପତ୍ରିକାରେ ପ୍ରକାଶିତ ।

ରଚନାବଳୀ

[ସମ୍ପାଦନା]
  • ଏକ ଐତିହାସିକ ଗ୍ରାମର କଥା (ବୀରବଳଭଦ୍ରପୁର ଗ୍ରାମର ଇତିହାସ)
  • ଏକ ଐତିହ୍ୟ ଗ୍ରାମ ବୀର ବଳଭଦ୍ରପୁର[]
  • ଭାର୍ଗବୀ ଐତିହ୍ୟରେ ଭକ୍ତି ଭାଗବତ ଓ ଭକ୍ତ ମନେଇ ସାହୁ
  • ଭାର୍ଗବୀ[]
  • କମଳ ପୁର ଓ ପ୍ରଭୁ କପୋତେଶ୍ୱର
  • ଭକ୍ତ ମନେଇ ସାହୁ
  • ଜଗନ୍ନାଥ ଦାସ ଓ ଭକ୍ତ ମନେଇ ସାହୁ
  • ୧୮୦୪ ବିଦ୍ରୋହର କର୍ଣ୍ଣଧାର ଜୟୀ ରାଜଗୁରୁ[]
  • ଲକ୍ଷ୍ମଣ ମିଶ୍ରଙ୍କ ଜୀବନ ଦର୍ଶନ
  • ଓଡ଼ିଆ ସାହିତ୍ୟରେ ବୈଷ୍ଣବ ନାରୀ କବି ମାଧବୀ ଦାସୀ (୨୦୨୪)
  • ଦଳବେହେରା ବଂଶାବଳୀ (୨୦୨୪)

ସମ୍ପାଦନା

[ସମ୍ପାଦନା]
  • ନାରୀକବି ଅପର୍ଣ୍ଣା ଦେବୀ ରଚନାବଳୀ, ପ୍ରଥମ ଭାଗ (ଗଳ୍ପ ସମଗ୍ର)[]
  • ନାରୀକବି ଅପର୍ଣ୍ଣା ଦେବୀ ରଚନାବଳୀ, ଦ୍ୱିତୀୟ ଭାଗ (କବିତା ସମଗ୍ର)[]
  1. "Chhutidina Page: 14". Online Odia ePaper | Today Newspaper | Latest news from Odisha, India and world. Retrieved 2024-09-30.
  2. "Bhargabi (S Misra, 2021) p.pdf". Google Docs. Retrieved 2024-09-30.
  3. "1804 Bidrohar Karnadhar - Jayi Rajguru (S Misra, 2023) p.pdf". Google Docs. Retrieved 2024-09-30.
  4. "Narikabi Aparna Debi Rachanabali, v.01(A Debi; S Misra, Ed. 2023) p.pdf". Google Docs. Retrieved 2024-09-30.
  5. "Narikabi Aparna Debi Rachanabali, v.02 (A Debi; S Misra, Ed. 2023) p.pdf". Google Docs. Retrieved 2024-09-30.