ସକଳେଶପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sakalaishwaryapura
ಸಕಲೇಶಪುರ
hill station
Coffee Plantation near Sakleshpur
Coffee Plantation near Sakleshpur
Country India
StateKarnataka
DistrictHassan
Elevation
949 m (3,114 ft)
Population
 (2001)
 • Total୨୩,୨୦୧
Languages
 • OfficialKannada
Time zoneUTC+5:30 (IST)
PIN
573134
Telephone code+91–8173
ଯାନବାହାନ ପଞ୍ଚୀକରଣKA-46
Sex ratio100:80 /
Websitewww.sakaleshpuratown.gov.in


ସକଳେଶପୁର ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ହସ୍ସନ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସକଳେଶପୁର ୧୨.୯୪୦୦ ଉତ୍ତର ଅକ୍ଷାଂଶ ଓ ୭୫.୭୮୩୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୩୪୯ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସକଳେଶପୁର ସହରର ମୋଟ ଜନସଂଖ୍ୟା ୨୩୨୦୧ ଅଟେ ।[୨] ସେଥି ମଧ୍ୟରୁ ୫୦.୭୬% ଜଣ ପରୁଷ ହୋଇଥିବା ବେଳେ ୪୯.୨୪% ଜଣ ନାରୀ ଅଟନ୍ତି । ସକଳେଶପୁରର ସାକ୍ଷରତା ହାର ୭୩.୭୩% ଅଟେ । ଏହା ଜାତୀୟ ହାରଠାରୁ -୮.୮୯% ପ୍ରତିଶତ କମ ଅଟେ । ସେଥିରୁ ୩୯.୭୯% ପ୍ରତିଶତ ପୁରୁଷ ଓ ୩୩.୯୩% ନାରୀ ଅଟନ୍ତି । ୧୨.୧୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

କନ୍ନଡ ସକଳେଶପୁରର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]