ସକଳେଶପୁର
ଦେଖଣା
Sakalaishwaryapura
ಸಕಲೇಶಪುರ | |
---|---|
hill station | |
Coffee Plantation near Sakleshpur | |
Country | India |
State | Karnataka |
District | Hassan |
Elevation | 949 m (3,114 ft) |
Population (2001) | |
• Total | ୨୩,୨୦୧ |
Languages | |
• Official | Kannada |
Time zone | UTC+5:30 (IST) |
PIN | 573134 |
Telephone code | +91–8173 |
ଯାନବାହାନ ପଞ୍ଚୀକରଣ | KA-46 |
Sex ratio | 100:80 ♂/♀ |
Website | www.sakaleshpuratown.gov.in |
ସକଳେଶପୁର ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ହସ୍ସନ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସକଳେଶପୁର ୧୨.୯୪୦୦ ଉତ୍ତର ଅକ୍ଷାଂଶ ଓ ୭୫.୭୮୩୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୩୪୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସକଳେଶପୁର ସହରର ମୋଟ ଜନସଂଖ୍ୟା ୨୩୨୦୧ ଅଟେ ।[୨] ସେଥି ମଧ୍ୟରୁ ୫୦.୭୬% ଜଣ ପରୁଷ ହୋଇଥିବା ବେଳେ ୪୯.୨୪% ଜଣ ନାରୀ ଅଟନ୍ତି । ସକଳେଶପୁରର ସାକ୍ଷରତା ହାର ୭୩.୭୩% ଅଟେ । ଏହା ଜାତୀୟ ହାରଠାରୁ -୮.୮୯% ପ୍ରତିଶତ କମ ଅଟେ । ସେଥିରୁ ୩୯.୭୯% ପ୍ରତିଶତ ପୁରୁଷ ଓ ୩୩.୯୩% ନାରୀ ଅଟନ୍ତି । ୧୨.୧୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]କନ୍ନଡ ସକଳେଶପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.