ଶିଶିରା ଦାସ
ଦେଖଣା
ଶିଶିରା ଦାସ (ବିବାହ ପୂର୍ବ ନାମ: ଶିଶିରା ମହାନ୍ତି) ଜଣେ ଓଡ଼ିଆ ଗାୟିକା । ଆକାଶବାଣୀ କଟକ କେନ୍ଦ୍ରରୁ ତାଙ୍କର ଗୀତସବୁ ପ୍ରଚାରିତ ହୋଇଥିଲା ।[୧][୨]
ଗୀତ ତାଲିକା
[ସମ୍ପାଦନା]କ୍ରମ | ଗୀତ | ଗୀତିକାର | ମନ୍ତବ୍ୟ/ଆଧାର |
---|---|---|---|
୧ | କୃଷ୍ଣଚୂଡ଼ାର ସବୁଜ ସପନେ | [୩] | |
୨ | ମନ କାଚଘର ଥରେ ଗଲେ | ପ୍ରଫୁଲ୍ଲ କୁମାର ତ୍ରିପାଠୀ[୪] | |
୩ | ଜନନୀ ଗୋ ପାଦେ ତୋର | ଗୌରହରି ଦଳାଇ[୫] |
ଆଧାର
[ସମ୍ପାଦନା]- ↑ Cuttack, One Thousand Years (in ଇଂରାଜୀ). Cuttack City Millennium Celebrations Committee, The Universe. 1990.
- ↑ Delhi, All India Radio (AIR), New (1970-02-15). AKASHVANI: Vol. XXXV, No. 8 ( 15 FEBRUARY, 1970 ) (in ଇଂରାଜୀ). All India Radio (AIR),New Delhi.
{{cite book}}
: CS1 maint: multiple names: authors list (link) - ↑ Sisira Das sings..Krushnachudara Sabuja Sapane.. from Archival Odia Radio Recordings, retrieved 2023-12-08
- ↑ Sisira Das sings..Mana Kachaghara... from Archival Odia Radio Recordings, retrieved 2023-12-08
- ↑ Janani Go Pade Tora Kotie Juhara.. by Sisira Das, composed by Gourahari Dalai, retrieved 2023-12-08
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |