ଶାହି ଜାମିଆ ମସ୍ଜିଦ
| ଶାହି ଜାମିଆ ମସ୍ଜିଦ | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | Islam |
| District | Kurnool |
| Province | Andhra Pradesh |
| Location | |
| Territory | Adoni |
| Architecture | |
| Architect(s) | Malli Sandal |
| Type | Mosque |
| Style | Islamic |
| Completed | 1662 |
| Construction cost | 2,000,000 dinars + ₹77,000 |
| Specifications | |
| Capacity | 1,000 |
| Dome(s) | 2 |
| ଉପାଦାନ | Granite |
ଶାହି ଜାମିଆ ମସ୍ଜିଦ (ଉର୍ଦ୍ଦୁ: شاہی جامہ مسجد, ହିନ୍ଦୀ : शाही जामिया मस्जिद, ତେଲୁଗୁ: షాహీ జామియా మసీదు) ଏକ ଏଇତିହାସିକ ମସଜିଦ । ଏହା ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶର ଆଡୋନିଠାରେ ଅବସ୍ଥିତ । ଏହା ପ୍ରାଚୀନ କଳା , ସଂସ୍କୃତି ଓ ସ୍ଥାପତ୍ୟର ପରିଚୟ ବହନ କରିଥାଏ । ସବୁ ସ୍ତରର ଓ ଜାତିର ଲୋକଙ୍କୁ[୧][୨] ଏଠାକୁ ପରିଦର୍ଶନ ପାଇଁ ଯିବାକୁ ଅନୁମତି ଦେବା ସହ ଚିତ୍ର ଗ୍ରହଣ ପାଇଁ ମଧ୍ୟ ଅନୁମତି ଥାଏ । ଏହା ବ୍ୟସ୍ତ ସହର ଆଡୋନିର ମଧ୍ୟ ସ୍ଥଳରେ ଅବସ୍ଥିତ । .[୩]
ନିର୍ମାଣ ଓ ଶୈଳୀ
[ସମ୍ପାଦନା]ବିଶ୍ୱାସ କରାଯାଏ , ଏହି ମସଜିଦ ତତ୍ କାଳୀନ ବିଜାପୁର ସୁଲତାନଙ୍କ ଆଡୋନି ଅଞ୍ଚଳର ଗଭରଣର ସିଦଦି ମାସୁଦ ଖାନଙ୍କଦ୍ୱାରା ନିର୍ମିତ ହେଇଥିଲା । ଏହାକୁ ନିର୍ମାଣ କରିବାକୁ ଇରାନ ଦେଶରୁ ମଲ୍ଲି ସଣ୍ଡାଳଙ୍କ ନେତୃତ୍ୱରେ ଆସିଥିଲେ । ମସଜିଦରେ ଆରବିକ ଓ ପାର୍ସିଆନ ଭାଷାରେ ଲେଖା ରହିଥିବା ବେଳେ ପବିତ୍ର କୋରାନର କିଛି ପଂକ୍ତି ବା ଅୟାତ ମଧ୍ୟ ରହିଛି ।
ସ୍ୱତନ୍ତ୍ରତା
[ସମ୍ପାଦନା]ଏହା ସୌଦି ଆରବର ପ୍ରସିଦ୍ଧ ତୀର୍ଥ ସ୍ଥଳୀ ମକ୍କାରେ ଥିବା କାବା ପରି ଅବିକଳ ଶୈଳୀରେ ନିର୍ମିତ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Islamic architecture
- Islamic art
- Sahn
- Timeline of Islamic history
- Gallery of Shahi Jamia Masjid
ଆଧାର
[ସମ୍ପାଦନା]- ↑ http://www.jantareview.com/Adoni/biz_194968/Shahi-Jamia-Masjid
- ↑ http://www.veethi.com›Places›Adoni,Andhra%5B%5D Pradesh›Adoni Photos
- ↑ "Shahi Jamia Masjid in Adoni Phone Number Address Photos Website - by SabMilega.com". sabmilega.com. Archived from the original on 19 October 2016. Retrieved 19 October 2016.