ଶାନ୍ତିପୁର
ଦେଖଣା
Santipur | |
---|---|
ଦେଶ | India |
ରାଜ୍ୟ | ପଶ୍ଚିମବଙ୍ଗ |
ଜିଲ୍ଲା | ନଦିଅ |
Elevation | 49[୧] m ( Formatting error: invalid input when rounding ft) |
Population (2001)[୧] | |
• Total | ୧,୩୮,୧୯୫ |
ଭାଷା | |
• ସରକାରୀ | ବଙ୍ଗାଳୀ |
Time zone | UTC+5:30 (IST) |
ଶାନ୍ତିପୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ପଶ୍ଚିମବଙ୍ଗର ନଦିଅ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଶାନ୍ତିପୁର ୨୩.୨୫୦୦ ଉତ୍ତର ଅକ୍ଷାଂଶ ଓ ୮୮.୪୩୩୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୪୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶାନ୍ତିପୁର ସହରର ମୋଟ ଜନସଂଖ୍ୟା ୧୩୮୧୯୫ ଅଟେ ।[୨] ସେଥି ମଧ୍ୟରୁ ୫୦.୭୧% ଜଣ ପରୁଷ ହୋଇଥିବା ବେଳେ ୪୯.୨୯% ଜଣ ନାରୀ ଅଟନ୍ତି । ଶାନ୍ତିପୁରର ସାକ୍ଷରତା ହାର ୬୩.୬୬% ଅଟେ । ଏହା ଜାତୀୟ ହାରଠାରୁ ୧.୧୮% ପ୍ରତିଶତ କମ ଅଟେ । ସେଥିରୁ ୩୪.୮୩% ପ୍ରତିଶତ ପୁରୁଷ ଓ ୨୮.୮୩% ନାରୀ ଅଟନ୍ତି । ୧୧.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ବଙ୍ଗାଳୀ ଶାନ୍ତିପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.