ଳୋଙ୍ଗଲେଙ୍ଗ
ଦେଖଣା
Longleng | |
|---|---|
town | |
| Country | |
| State | Nagaland |
| District | Longleng |
| Languages | |
| Time zone | UTC+5:30 (IST) |
| ଯାନବାହାନ ପଞ୍ଚୀକରଣ | NL |
| Website | nagaland |

ଳୋଙ୍ଗଲେଙ୍ଗ (Pron:/ˈlɒŋˌlɛŋ/) ଭାରତୀୟ ରାଜ୍ୟ ନାଗାଲାଣ୍ଡର ଏକ ସହର । ଏହାର ଭୌଗୋଳିକ ଅବସ୍ଥିତି 26.4685°N 94.8092°Eଠାରେ । ଏହା ସମୁଦ୍ରପତ୍ତନଠାରୁ 1066 ମିଟର ଉପରେ ରହିଛି । ସେହି ନାମରେ ଏବେ ନୂତନ କରି ହେଇଥିବା ଜିଲ୍ଲାର ଏହା ମୁଖ୍ୟ ଦପ୍ତର । ଏହା ନିକଟସ୍ଥ ସହର ମୋକୋକଚୁଙ୍ଗ ହେଇଥିବା ବେଳେ ଏଠାରେ ମୁଖ୍ଯତଃ ଫୋମ ଭାଷା ପ୍ରଚଳିତ । ଏଠାକାର ଫୋମ ନାଗାମାନଙ୍କ ମୁଖ୍ୟ ପର୍ବ ମୋନ୍ୟୁ ପାଳିତ ହେଇଥାଏ ।
ବାହାର ଲିଙ୍କ
[ସମ୍ପାଦନା]http://longleng.gov.in Archived 2018-12-11 at the Wayback Machine.