ଳୋଙ୍ଗଲେଙ୍ଗ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Longleng
town
Country India
StateNagaland
DistrictLongleng
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣNL
Websitenagaland.gov.in
ଲୋଙ୍ଗଲେଙ୍ଗ ଜିଲ୍ଲା ସହ ମାନଚିତ୍ର 

ଳୋଙ୍ଗଲେଙ୍ଗ (Pron:/ˈlɒŋˌlɛŋ/) ଭାରତୀୟ ରାଜ୍ୟ ନାଗାଲାଣ୍ଡର ଏକ ସହର । ଏହାର ଭୌଗୋଳିକ ଅବସ୍ଥିତି 26.4685°N 94.8092°Eଠାରେ । ଏହା  ସମୁଦ୍ରପତ୍ତନଠାରୁ 1066 ମିଟର ଉପରେ ରହିଛି । ସେହି ନାମରେ ଏବେ ନୂତନ କରି ହେଇଥିବା ଜିଲ୍ଲାର ଏହା ମୁଖ୍ୟ ଦପ୍ତର । ଏହା ନିକଟସ୍ଥ ସହର ମୋକୋକଚୁଙ୍ଗ ହେଇଥିବା ବେଳେ ଏଠାରେ ମୁଖ୍ଯତଃ ଫୋମ ଭାଷା ପ୍ରଚଳିତ । ଏଠାକାର ଫୋମ ନାଗାମାନଙ୍କ ମୁଖ୍ୟ ପର୍ବ ମୋନ୍ୟୁ ପାଳିତ ହେଇଥାଏ । 

ବାହାର ଲିଙ୍କ [ସମ୍ପାଦନା]

http://longleng.gov.in Archived 2018-12-11 at the Wayback Machine.