Jump to content

ଲୋଫେକ୍ସିଡାଇନ

ଉଇକିପିଡ଼ିଆ‌ରୁ
ଲୋଫେକ୍ସିଡାଇନ
Clinical data
Trade namesBritlofex, Lucemyra, Kai Er Ding, others
SynonymsLofexidine hydrochloride
AHFS/Drugs.commonograph
Pregnancy
category
  • US: N (Not classified yet)
    Routes of
    administration
    By mouth (tablets)
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • ℞ (Prescription only)
    Pharmacokinetic data
    Bioavailability>90%
    Protein binding80–90%
    MetabolismLiver (glucuronidation)
    Elimination half-life11 hours
    ExcretionKidney
    Identifiers
    • (RS)-2-[1-(2,6-dichlorophenoxy)ethyl]-4,5-dihydro-1H-imidazole
    Chemical and physical data
    FormulaC11H12Cl2N2O
    Molar mass୨୫୯.୧୩ g·mol−1
    3D model (JSmol)
    • Clc2c(OC(C/1=N/CCN\1)C)c(Cl)ccc2
    • InChI=1S/C11H12Cl2N2O/c1-7(11-14-5-6-15-11)16-10-8(12)3-2-4-9(10)13/h2-4,7H,5-6H2,1H3,(H,14,15) checkY
    • Key:KSMAGQUYOIHWFS-UHFFFAOYSA-N checkY
      (verify)

    ଲୋଫେକ୍ସିଡାଇନ (ଇଂରାଜୀ ଭାଷାରେ Lofexidine), ଅନ୍ୟମାନଙ୍କ ମଧ୍ୟରେ ଲୁକେମିରା ଏହାର ଏକ ବିକ୍ରୟ ନାମ, ହେଉଛି ଓପିଓଏଡ ପ୍ରତ୍ୟାହାର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଏହା ବୁପ୍ରେନର୍ଫିନ ପରି ପ୍ରଭାବଶାଳୀ ନୁହେଁ ।[] ଏହା ପାଟିରେ ଦିଆଯାଏ ।[] ଏହା ଦୁଇ ସପ୍ତାହ ପର୍ଯ୍ୟନ୍ତ ବ୍ୟବ‌ହାର କରାଗଲା ପରେ ଧୀରେ ଧୀରେ ବନ୍ଦ କରିଦେବା ଉଚିତ ।[] []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବାରେ ଅସୁବିଧା, ଛିଡା ହେବା ସହିତ ନିମ୍ନ ରକ୍ତଚାପ, ମନ୍ଥର ହୃଦସ୍ପନ୍ଦନ, ନିଦ୍ରାଳୁ ଭାବ ଏବଂ ଶୁଖିଲା ପାଟି ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାରର ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ α<sub id="mwHw">୨</sub> ଆଡ୍ରେନର୍ଜିକ ରିସେପ୍ଟର ଆଗୋନିଷ୍ଟ ।[]

    ୨୦୧୮ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲୋଫେକ୍ସିଡାଇନ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୦.୧୮ ମିଗ୍ରା ବିଶିଷ୍ଟ ୮୪ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୭୦୦ ଡଲାର ଥିଲା ।[] ସମତୁଲ ଔଷଧ କ୍ଲୋନିଡିନର ମୂଲ୍ୟ ୧୦ ଡଲାରରୁ କମ୍ ଅଟେ ।[] ୧୦୨୧ ମସିହା ସୁଦ୍ଧା ବ୍ରିଟେନରେ ଏହା ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇ ନଥିଲା ।[]

    1. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 526. ISBN 978-0857114105.
    2. 1 2 3 Bryce, Carl (15 March 2019). "Lofexidine (Lucemyra) for Treatment of Opioid Withdrawal Symptoms". American Family Physician. 99 (6): 392–394. ISSN 0002-838X. Archived from the original on 5 March 2021. Retrieved 24 November 2021.
    3. 1 2 3 4 5 6 "Lofexidine Monograph for Professionals". Drugs.com (in ଇଂରାଜୀ). Archived from the original on 18 January 2021. Retrieved 24 November 2021.
    4. "Lucemyra Prices, Coupons & Savings Tips - GoodRx". GoodRx. Retrieved 24 November 2021.