ଲେସିନୁରାଡ
Clinical data | |
---|---|
Pronunciation | Zurampic /zəˈræmpɪk/ zə-RAM-pik |
Trade names | Zurampic |
AHFS/Drugs.com | monograph |
MedlinePlus | a616015 |
data | |
Routes of administration | By mouth (tablets) |
Legal status | |
Legal status |
|
Pharmacokinetic data | |
Bioavailability | ~100%[୧] |
Protein binding | >98% |
Metabolism | Liver (CYP2C9) |
Elimination half-life | ~5 hours |
Excretion | Urine (63%), feces (32%) |
Identifiers | |
| |
ECHA InfoCard | 100.216.089 |
Chemical and physical data | |
Formula | C17H14BrN3O2S |
Molar mass | ୪୦୪.୨୮ g·mol−1 |
3D model (JSmol) | |
| |
|
ଲେସିନୁରାଡ (ଇଂରାଜୀ ଭାଷାରେ Lesinurad), ଜୁରାମ୍ପିକ ଏକ ବିକ୍ରୟ ନାମ, ହେଉଛି ଗାଉଟ ସହିତ ଜଡିତ ଉଚ୍ଚ ରକ୍ତ ୟୁରିକ ଏସିଡର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] କେବଳ ଆଲୋପୁରିନୋଲ କିମ୍ବା ଫେବକ୍ସୋଷ୍ଟାଟ ଔଷଧ ପର୍ଯ୍ୟାପ୍ତ ନ ହେଲେ ତାହା ସହିତ ଲେସିନୁରାଡ ଦେବାକୁ ପରାମର୍ଶ ଦିଆଯାଏ ।[୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବୃକ୍କ ସମସ୍ୟା ଏବଂ ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍ପିଣ୍ଡ ସମସ୍ୟା ଏବଂ ଷ୍ଟ୍ରୋକ ହୋଇପାରେ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ୟୁଆରଏଟି୧ (URAT1) ଏବଂ ଓଏଟି୪ (OAT4) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]
୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲେସିନୁରାଦ ଅନୁମୋଦିତ ହୋଇଥିଲା । [୨] ୨୦୧୬ରେ ୟୁରୋପରେ ଏହାକୁ ଅନୁମୋଦନ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[୪] ୨୦୨୧ ସୁଦ୍ଧା ଏହା ଆମେରିକାରେ ଆଉ ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୫]
ଆଧାର
[ସମ୍ପାଦନା]- ↑ "Zurampic (lesinurad) Tablets, for Oral Use. Full Prescribing Information" (PDF). AstraZeneca AB, S-151 85 Sodertalje, Sweden. Archived from the original (PDF) on 24 December 2015. Retrieved 23 December 2015.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Lesinurad Monograph for Professionals". Drugs.com (in ଇଂରାଜୀ). Archived from the original on 21 September 2020. Retrieved 21 November 2021.
- ↑ "Lesinurad (Zurampic) Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 21 November 2021.
- ↑ "Zurampic". Archived from the original on 28 August 2021. Retrieved 21 November 2021.
- ↑ "Zurampic Prices, Coupons & Savings Tips - GoodRx". GoodRx. Archived from the original on 1 November 2016. Retrieved 21 November 2021.