Jump to content

ଲେସିନୁରାଡ

ଉଇକିପିଡ଼ିଆ‌ରୁ
ଲେସିନୁରାଡ
Clinical data
PronunciationZurampic /zəˈræmpɪk/ zə-RAM-pik
Trade namesZurampic
AHFS/Drugs.commonograph
MedlinePlusa616015
data
Routes of
administration
By mouth (tablets)
Legal status
Legal status
Pharmacokinetic data
Bioavailability~100%[୧]
Protein binding>98%
MetabolismLiver (CYP2C9)
Elimination half-life~5 hours
ExcretionUrine (63%), feces (32%)
Identifiers
  • 2-{[5-Bromo-4-(4-cyclopropyl-1-naphthyl)-4H-1,2,4-triazol-3-yl]sulfanyl}acetic acid
ECHA InfoCard100.216.089 Edit this at Wikidata
Chemical and physical data
FormulaC17H14BrN3O2S
Molar mass୪୦୪.୨୮ g·mol−1
3D model (JSmol)
  • c1ccc2c(c1)c(ccc2n3c(nnc3Br)SCC(=O)O)C4CC4
  • InChI=1S/C17H14BrN3O2S/c18-16-19-20-17(24-9-15(22)23)21(16)14-8-7-11(10-5-6-10)12-3-1-2-4-13(12)14/h1-4,7-8,10H,5-6,9H2,(H,22,23)
  • Key:FGQFOYHRJSUHMR-UHFFFAOYSA-N

ଲେସିନୁରାଡ (ଇଂରାଜୀ ଭାଷାରେ Lesinurad), ଜୁରାମ୍ପିକ ଏକ ବିକ୍ରୟ ନାମ, ହେଉଛି ଗାଉଟ ସହିତ ଜଡିତ ଉଚ୍ଚ ରକ୍ତ ୟୁରିକ ଏସିଡର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] କେବଳ ଆଲୋପୁରିନୋଲ କିମ୍ବା ଫେବକ୍ସୋଷ୍ଟାଟ ଔଷଧ ପର୍ଯ୍ୟାପ୍ତ ନ ହେଲେ ତାହା ସ‌ହିତ ଲେସିନୁରାଡ ଦେବାକୁ ପରାମର୍ଶ ଦିଆଯାଏ ।[୨] ଏହା ପାଟିରେ ଦିଆଯାଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ବୃକ୍‌କ ସମସ୍ୟା ଏବଂ ଗାସ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ଡିଜିଜ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃତ୍‌‌ପିଣ୍ଡ ସମସ୍ୟା ଏବଂ ଷ୍ଟ୍ରୋକ ହୋଇପାରେ ।[୨] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ୟୁଆରଏଟି୧ (URAT1) ଏବଂ ଓଏଟି୪ (OAT4) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]

୨୦୧୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲେସିନୁରାଦ ଅନୁମୋଦିତ ହୋଇଥିଲା । [୨] ୨୦୧୬ରେ ୟୁରୋପରେ ଏହାକୁ ଅନୁମୋଦନ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[୪] ୨୦୨୧ ସୁଦ୍ଧା ଏହା ଆମେରିକାରେ ଆଉ ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୫]

ଆଧାର[ସମ୍ପାଦନା]

  1. "Zurampic (lesinurad) Tablets, for Oral Use. Full Prescribing Information" (PDF). AstraZeneca AB, S-151 85 Sodertalje, Sweden. Archived from the original (PDF) on 24 December 2015. Retrieved 23 December 2015.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Lesinurad Monograph for Professionals". Drugs.com (in ଇଂରାଜୀ). Archived from the original on 21 September 2020. Retrieved 21 November 2021.
  3. "Lesinurad (Zurampic) Use During Pregnancy". Drugs.com (in ଇଂରାଜୀ). Archived from the original on 4 December 2020. Retrieved 21 November 2021.
  4. "Zurampic". Archived from the original on 28 August 2021. Retrieved 21 November 2021.
  5. "Zurampic Prices, Coupons & Savings Tips - GoodRx". GoodRx. Archived from the original on 1 November 2016. Retrieved 21 November 2021.