ଲେସଲିଗଞ୍ଜ
ଦେଖଣା
Lesliganj
लेसलीगंज | |
|---|---|
Block | |
| Nickname: लेसलीगंज | |
| Country | |
| State | Jharkhand |
| District | Palamu |
| Block | Lesliganj |
| Government | |
| • MLA | Bidesh Singh Indian National Congress |
| Area | |
| • ସମୁଦାୟ | 18,523.01 ha (45771.35 acres) |
| Population (2001) | |
| • Total | ୭୯,୩୪୫ |
| • Density | 430/km2 (1,100/sq mi) |
| • Households | ୧୪,୫୦୨ |
| Languages | |
| Population (census 2001) | |
| • Male | 40370 |
| Time zone | UTC+5:30 (IST) |
| PIN | 822118 |
| ଯାନବାହାନ ପଞ୍ଚୀକରଣ | JH |
| Website | palamu |
ଲେସଲିଗଞ୍ଜ , ଭାରତୀୟ ରାଜ୍ୟ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାର ଏକ ବ୍ଲକ ଅଞ୍ଚଳ ।
ଇତିହାସ
[ସମ୍ପାଦନା]ଏହା ଏକ ଏଇତିହାସିକ ସ୍ଥାନ । ବ୍ରିଟିଶ ଶାସନ ସମୟରେ ଏହା ଏକ ସୈନ୍ୟ ଆବାସ ଥିଲା । ସେଥିପାଇଁ ଏହାକୁ ଛାଉଣି କୁହାଯାଇଥାଏ । ଏଠାରେ ସ୍ୱାଧୀନତା ସଂଗ୍ରାମର ସହିଦ ନୀଳାମ୍ବର ଓ ପୀତାମ୍ବରଙ୍କୁ ଫାଶୀ ଦିଆଯାଇଥିଲା । ଏହାକୁ ତାଙ୍କ ନାମ ଅନୁସାରେ ନୀଳାମ୍ବର-ପୀତାମ୍ବର ନଗର କରିବାକୁ ଦାବି ଜଣେଇଛନ୍ତି ।
ଅବସ୍ଥିତି
[ସମ୍ପାଦନା]ଏହାର ଭୌଗୋଳିକ ଅବସ୍ଥିତି 24.03°N 84.20°Eଠାରେ । ଜିଲ୍ଲାର ମୁଖ୍ୟ ଦପ୍ତର ଦାଲତଙଗଞ୍ଜଠାରୁ ଏହା 18 କିଲୋମିଟର ଦୁରବର୍ତୀ । ରାଜ୍ୟ ରାଜଧାନୀଠାରୁ ଏହାର ଦୂରତା 210 କିଲୋମିଟର ।
Attractions
[ସମ୍ପାଦନା]ଏଠାରୁ ନିକଟରେ ବେତଳା ଜାତୀୟ ପାର୍କ ରହିଛି ।
ନକ୍ସଲ ଉପଦ୍ରବ
[ସମ୍ପାଦନା]ଏଠାରେ ନକ୍ସଲ ମାନଙ୍କ ଉପଦ୍ରବ ରହିଥାଏ ।