Jump to content

ଲୁଲିକୋନାଜୋଲ

ଉଇକିପିଡ଼ିଆ‌ରୁ
ଲୁଲିକୋନାଜୋଲ
Clinical data
Trade namesLuzu, Luzarn, Lulicon, others
AHFS/Drugs.commonograph
Routes of
administration
Topical
Legal status
Legal status
  • ℞ (Prescription only)
Pharmacokinetic data
Protein binding>99%[]
Identifiers
  • (2E)-[(4R)-4-(2,4-Dichlorophenyl)-1,3-dithiolan-2-ylidene](1H-imidazol-1-yl)acetonitrile
Chemical and physical data
FormulaC14H9Cl2N3S2
Molar mass୩୫୪.୨୭ g·mol−1
3D model (JSmol)
  • C1[C@H](S/C(=C(\C#N)/N2C=CN=C2)/S1)C3=C(C=C(C=C3)Cl)Cl
  • InChI=1S/C14H9Cl2N3S2/c15-9-1-2-10(11(16)5-9)13-7-20-14(21-13)12(6-17)19-4-3-18-8-19/h1-5,8,13H,7H2/b14-12+/t13-/m0/s1
  • Key:YTAOBBFIOAEMLL-REQDGWNSSA-N

ଲୁଲିକୋନାଜୋଲ, ଲୁଜୁ ତାହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଖେଳୁଆଡ଼ ପାଦ,ଟିନିଆ କ୍ରୁରିସ ସଂକ୍ରମଣ ଏବଂ ରିଙ୍ଗୱର୍ମ ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଦେହର ରୋଗ ପ୍ରଭାବିତ ସ୍ଥାନରେ ପ୍ରୟୋଗ କରାଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁଏବଂ ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କଣ୍ଟାକ୍ଟ ଡର୍ମାଟାଇଟିସ ହୋଇପାରେ ।[] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଇମିଡାଜୋଲ ଔଷଧ ପରିବାରର ଏକ ସଦସ୍ୟ ଅଟେ ।[]

୨୦୧୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲୁଲିକୋନାଜୋଲ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ୬୦ ଗ୍ରାମ କ୍ରିମ ଟିଉବର ମୂଲ୍ୟ ୪୯୦ ଡଲାର ଥିଲା ।[]

  1. "LUZU (luliconazole) Cream, 1%. Full Prescribing Information" (PDF). Valeant Pharmaceuticals North America LLC. Archived (PDF) from the original on 4 March 2016. Retrieved 1 October 2015.
  2. 1 2 3 4 "DailyMed - LULICONAZOLE cream". dailymed.nlm.nih.gov. Archived from the original on 11 December 2021. Retrieved 24 November 2021.
  3. 1 2 3 "Luliconazole Monograph for Professionals". Drugs.com (in ଇଂରାଜୀ). Retrieved 24 November 2021.
  4. "Luzu Prices, Coupons & Savings Tips - GoodRx". GoodRx. Archived from the original on 29 September 2016. Retrieved 24 November 2021.