ଲିମ୍ବିଡ଼ି
ଦେଖଣା
Limbdi | |
|---|---|
city | |
| ଦେଶ | |
| ରାଜ୍ୟ | Gujarat |
| ଜିଲ୍ଲା | Surendranagar |
| Elevation | 53 m (174 ft) |
| Population (2011) | |
| • Total | ୪୨,୭୬୯ |
| ଭାଷା | |
| • ସରକାରୀ | Gujarati, Hindi |
| Time zone | UTC+5:30 (IST) |
| PIN | |
ଲିମ୍ବିଡ଼ି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଗୁଜରାଟର ସୁରେନ୍ଦ୍ରନଗର ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଲିମ୍ବିଡ଼ି ୨୨.୫୬୫୧ ଉତ୍ତର ଅକ୍ଷାଂଶ ଓ ୭୧.୮୧୦୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୭ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲିମ୍ବିଡ଼ି ସହରର ମୋଟ ଜନସଂଖ୍ୟା ୪୦୦୬୭ ଅଟେ ।[୨] ସେଥି ମଧ୍ୟରୁ ୫୧.୯୮% ଜଣ ପରୁଷ ହୋଇଥିବା ବେଳେ ୪୮.୦୨% ଜଣ ନାରୀ ଅଟନ୍ତି । ଲିମ୍ବିଡ଼ିର ସାକ୍ଷରତା ହାର ୭୦.୪୦% ଅଟେ । ଏହା ଜାତୀୟ ହାରଠାରୁ ୫.୫୬% ପ୍ରତିଶତ କମ ଅଟେ । ସେଥିରୁ ୪୦.୬୧% ପ୍ରତିଶତ ପୁରୁଷ ଓ ୨୯.୭୯% ନାରୀ ଅଟନ୍ତି । ୧୨.୧୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ଗୁଜରାଟୀ ଲିମ୍ବିଡ଼ିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.