ଲିଭୋମେପ୍ରୋମାଜାଇନ

ଉଇକିପିଡ଼ିଆ‌ରୁ
ଲିଭୋମେପ୍ରୋମାଜାଇନ
Clinical data
Trade namesNozinan, Levoprome, Detenler, Hirnamin, Levotomin, Neurocil, others
AHFS/Drugs.comInternational Drug Names
Pregnancy
category
  • Only if needed
Routes of
administration
By mouth, IV, SC, IM[୧]
Legal status
Legal status
  • AU: S4 (Prescription only)
  • UK: POM (Prescription only)
Pharmacokinetic data
Bioavailability~50–60%
MetabolismLiver
Onset of action0.5 to 3 hr[୨]
Elimination half-life~20 hours
Duration of action8 hr[୨]
ExcretionIn feces and urine (metabolites), unchanged drug only 1%
Identifiers
  • (2R)-3-(2-Methoxyphenothiazine-10-yl-)-N,N,2-trimethylpropanamine
ECHA InfoCard100.000.450 Edit this at Wikidata
Chemical and physical data
FormulaC19H24N2OS
Molar mass୩୨୮.୪୭ g·mol−1
3D model (JSmol)
  • O(c2cc1N(c3c(Sc1cc2)cccc3)C[C@H](C)CN(C)C)C
  • InChI=1S/C19H24N2OS/c1-14(12-20(2)3)13-21-16-7-5-6-8-18(16)23-19-10-9-15(22-4)11-17(19)21/h5-11,14H,12-13H2,1-4H3/t14-/m1/s1 checkY
  • Key:VRQVVMDWGGWHTJ-CQSZACIVSA-N checkY
  (verify)

ଲିଭୋମେପ୍ରୋମାଜାଇନ, ଯାହା ମେଥୋଟ୍ରିମେପ୍ରାଜାଇନ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ସିଜୋଫ୍ରେନିଆ ଏବଂ ଉପଶମ ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଅସ୍ଥିରତା, ଯନ୍ତ୍ରଣା ଏବଂ ବାନ୍ତି ପାଇଁ ଏହି ଉପଶମ ଚିକିତ୍ସା ବ୍ୟବହୃତ ହୁଏ ।[୧] ଏହା ପାଟିରେ କିମ୍ବା ଇଞ୍ଜେକସନଦ୍ୱାରା ବ୍ୟବହୃତ ହୋଇପାରେ ।[୧] ଔଷଧର ପ୍ରଭାବ ସାଧାରଣତ ୦.୫ରୁ 3 ଘଣ୍ଟା ମଧ୍ୟରେ ଆରମ୍ଭ ହୁଏ ଏବଂ ୮ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[୨]

ପାର୍ଶ୍ୱ ପ୍ରତିକ୍ରିୟାରେ ଅର୍ଥୋଷ୍ଟାଟିକ ହାଇପୋଟେନସନ ବା ଛିଡା ହେଲେ ନିମ୍ନ ରକ୍ତଚାପ ହେବା, ନିଦ୍ରାଳୁ ଭାବ, ଶୁଖିଲା ପାଟି, ଯକୃତ ସମସ୍ୟା ଏବଂ ଡିଷ୍ଟୋନିଆ ହୋଇପାରେ ।[୨] [୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରିଆପିଜ୍ମ, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ଏବଂ ନ୍ୟୁରୋଲେପ୍ଟିକ୍ ମାଲିଗାଣ୍ଟ ସିଣ୍ଡ୍ରୋମ ହୋଇପାରେ ।[୨] [୧] [୩] ଏହା ଫେନୋଥିଆଜାଇନ୍ ପ୍ରକାରର ଏକ ଆଣ୍ଟିସାଇକୋଟିକ୍[୨] ଏହା ଆଡ୍ରେନର୍ଜିକ୍, ଡୋପାମିନ୍, ହିଷ୍ଟାମିନ୍, ମସ୍କାରିନିକ୍ ଆସେଟିଲକୋଲିନ୍ ଏବଂ ସେରୋଟୋନିନ୍ ଭଳି ରିସେପ୍ଟରଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୋଇଥାଏ ।[୨]

ଲେଭୋମେପ୍ରୋମାଜାଇନ ୧୯୫୪ ମସିହାରେ ପ୍ୟାଟେଣ୍ଟ୍ ହୋଇଥିଲା ଏବଂ ୧୯୫୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାରରେ ଆସିଥିଲା ।[୪] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଜ୍ୟରେ ୨୫ ମିଗ୍ରାର ୮୪ଟି ବଟିକାର ମୂଲ୍ୟ ୨୦୨ ସୁଦ୍ଧା ପ୍ରାୟ ୨୦ ପାଉଣ୍ଡ ଖର୍ଚ୍ଚ ହୋଇଥାଏ ।[୧] ଏହା ବହୁଳ ଭାବରେ ବ୍ୟବହୃତ ହେଇଛି; [୨] ଯଦିଓ ଯୁକ୍ତରାଷ୍ଟ୍ରରେ ଆଉ ବ୍ୟବସାୟିକ ଭାବରେ ଉପଲବ୍ଧ ନାହିଁ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 460. ISBN 978-0-85711-369-6.{{cite book}}: CS1 maint: date format (link)
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Dietz, I; Schmitz, A; Lampey, I; Schulz, C (19 January 2013). "Evidence for the use of Levomepromazine for symptom control in the palliative care setting: a systematic review". BMC palliative care. 12: 2. doi:10.1186/1472-684X-12-2. PMID 23331515.{{cite journal}}: CS1 maint: unflagged free DOI (link)
  3. "Levomepromazine Hydrochloride 25mg/ml Solution for Injection - Summary of Product Characteristics (SmPC) - (emc)". www.medicines.org.uk. Archived from the original on 28 August 2021. Retrieved 13 August 2021.
  4. Buschmann, Helmut; Holenz, Jörg; Párraga, Antonio; Torrens, Antoni; Vela, José Miguel; Díaz, José Luis (16 April 2007). Antidepressants, Antipsychotics, Anxiolytics, 2 Volume Set: From Chemistry and Pharmacology to Clinical Application (in ଇଂରାଜୀ). John Wiley & Sons. p. 502. ISBN 978-3-527-31058-6. Archived from the original on 28 August 2021. Retrieved 13 August 2021.
  5. "Drugs@FDA: FDA-Approved Drugs". www.accessdata.fda.gov. Archived from the original on 24 March 2021. Retrieved 13 August 2021.