ଲାଦ୍ୱା
ଦେଖଣା
Ladwa
लाडवा | |
---|---|
Town | |
Country | India |
State | Haryana |
District | Kurukshetra |
Elevation | 209 m (686 ft) |
Population (2011) | |
• Total | ୨୮,୮୮୭ |
Languages | |
• Official | Hindi |
Time zone | UTC+5:30 (IST) |
PIN | 136132 |
Telephone code | 01744 |
ଯାନବାହାନ ପଞ୍ଚୀକରଣ | HR 07 |
Sex ratio | 1.133 males/female ♂/♀ |
Website | haryana |
ଲାଦ୍ୱା ଏକ ଭାରତୀୟ ପୌର କମିଟି ଅଟେ । ଏହା ହରିଆଣାର କୁରୁକ୍ଶେତ୍ର ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଲାଦ୍ୱା ୨୯.୯୯୩୮ ଉତ୍ତର ଅକ୍ଷାଂଶ ଓ ୭୭.୦୪୪୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ତହସିଲ
[ସମ୍ପାଦନା]ଗାଁ
[ସମ୍ପାଦନା]ଶିକ୍ଷା
[ସମ୍ପାଦନା]ବେସରକାରୀ ବିଦ୍ୟାଳୟ
[ସମ୍ପାଦନା]ସରକାରୀ ବିଦ୍ୟାଳୟ
[ସମ୍ପାଦନା]କଲେଜ ଓ ବିଶ୍ୱବିଦ୍ୟାଳୟ
[ସମ୍ପାଦନା]ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲାଦ୍ୱା ସହରର ମୋଟ ଜନସଂଖ୍ୟା ୨୨୪୩୯ ଅଟେ ।[୨] ସେଥି ମଧ୍ୟରୁ ୫୩.୪୫% ଜଣ ପରୁଷ ହୋଇଥିବା ବେଳେ ୪୬.୫୫% ଜଣ ନାରୀ ଅଟନ୍ତି । ଲାଦ୍ୱାର ସାକ୍ଷରତା ହାର ୭୦.୮୫% ଅଟେ । ଏହା ଜାତୀୟ ହାରଠାରୁ -୬.୦୧% ପ୍ରତିଶତ କମ ଅଟେ । ସେଥିରୁ ୪୦.୨୩% ପ୍ରତିଶତ ପୁରୁଷ ଓ ୩୦.୬୩% ନାରୀ ଅଟନ୍ତି । ୧୨.୨୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଯାତାୟତ
[ସମ୍ପାଦନା]ରେଳପଥ
[ସମ୍ପାଦନା]ସଡକ
[ସମ୍ପାଦନା]ବିମାନ ବନ୍ଦର
[ସମ୍ପାଦନା]ଭାଷା
[ସମ୍ପାଦନା]ହିନ୍ଦୀ ଲାଦ୍ୱାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.