ରେମିସ କେରକେଟା

ଉଇକିପିଡ଼ିଆ‌ରୁ
ରେମିସ କେରକେଟା
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ପୂର୍ବ ଅଧିକାରୀଜୁନାସ ବିଲୁଙ୍ଗ
ପର ଅଧିକାରୀସତ୍ୟ ନାରାୟଣ ପ୍ରଧାନ
ନିର୍ବାଚନ ମଣ୍ଡଳୀବୀରମିତ୍ରପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1954-07-22) ୨୨ ଜୁଲାଇ ୧୯୫୪ (ବୟସ ୬୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଜସିନ୍ତା କେରକେଟା
ବାପା/ବୋଉଏତୁଆଲ୍ କେରକେଟା (ବାପା)
ବୃତ୍ତିରାଜନୀତିଜ୍ଞ

ରେମିସ କେରକେଟା (ଜନ୍ମ: ୨୨ ଜୁଲାଇ ୧୯୫୪) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୀରମିତ୍ରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧][୨]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ରେମିସ କେରକେଟା ୧୯୫୪ ମସିହାର ଜୁଲାଇ ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଏତୁଆଲ୍ କେରକେଟା ଓ ପତ୍ନୀଙ୍କ ନାମ ଜସିନ୍ତା କେରକେଟା ।[୩]

ରାଜନୈତିକ ଜୀବନ[ସମ୍ପାଦନା]

ରେମିସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୩]

ଆଧାର[ସମ୍ପାଦନା]

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. "Congress gears up for panchayat poll battle". The New Indian Express. 9 December 2016. Archived from the original on 18 October 2020. Retrieved 15 October 2020.
  3. ୩.୦ ୩.୧ "Shri Remis Kerketta". odishaassembly.nic.in. Odisha Assembly. Retrieved 15 October 2020.