ରେମିମାଜୋଲାମ

ଉଇକିପିଡ଼ିଆ‌ରୁ
ରେମିମାଜୋଲାମ
Clinical data
Trade namesByfavo
SynonymsRemimazolam besylate, CNS-7056[୧]
AHFS/Drugs.commonograph
data
Routes of
administration
Intravenous
Legal status
Legal status
Pharmacokinetic data
Duration of action10 min[୪]
Identifiers
  • methyl 3-[(4S)-8-bromo-1-methyl-6-(pyridin-2-yl)-4H-imidazo[1,2-a][1,4]benzodiazepin-4-yl]propanoate
Chemical and physical data
FormulaC21H19BrN4O2
Molar mass୪୩୯.୩୧ g·mol−1
3D model (JSmol)
  • COC(=O)CC[C@@H]1N=C(c2ccccn2)c2cc(Br)ccc2-n2c(C)cnc21
  • InChI=1S/C21H19BrN4O2/c1-13-12-24-21-17(7-9-19(27)28-2)25-20(16-5-3-4-10-23-16)15-11-14(22)6-8-18(15)26(13)21/h3-6,8,10-12,17H,7,9H2,1-2H3/t17-/m0/s1 ☒N
  • Key:CYHWMBVXXDIZNZ-KRWDZBQOSA-N ☒N
  (verify)

ରେମିମାଜୋଲାମ (ଇଂରାଜୀ ଭାଷାରେ Remimazolam), ଏକ ବେପାର ନାମ ବାଇଫାଭୋ, ହେଉଛି ପ୍ରୋସିଡୁରାଲ ସେଡେସନ (procedural sedation) ପାଇଁ ବ୍ୟବହୃତ ଏକ ଔଷଧ ।[୩] ନିର୍ଦ୍ଦିଷ୍ଟ ଭାବରେ ଏହା ୩୦ମିନିଟରୁ କମ୍ ଚାଲିଥିବା ପ୍ରଣାଳୀ ପାଇଁ ବୟସ୍କମାନଙ୍କ କ୍ଷେତ୍ରରେ ଏହା ବ୍ୟବହୃତ ହୁଏ ।[୩] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩] ପ୍ରଭାବର ଆରମ୍ଭ ସମାନ ଥିବାବେଳେ ମିଡିଜୋଲାମ ଅପେକ୍ଷା ଏହାର ଅବଧି କମ ଅଟେ ।[୫] [୬]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଉଚ୍ଚ ରକ୍ତଚାପ ଏବଂ କମ୍ ଅମ୍ଳଜାନ ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୩] ବୃକ୍‌କ ସମସ୍ୟାରେ ଫଳାଫଳର ପରିବର୍ତ୍ତନ ହୁଏ ନାହିଁ, ଯଦିଓ ଯକୃତ ଜନିତ ସମସ୍ୟାରେ କମ ମାତ୍ରାରେ ବ୍ୟବହାର କରାଯାଇପାରେ ।[୩] [୭] ଏହାର ପ୍ରଭାବକୁ ଫ୍ଲୁମାଜେନିଲ ଦେଇ ଓଲଟାଇ ଦିଆଯାଇପାରେ ।[୪] ଏହା ଏକ ବେଞ୍ଜୋଡାଏଜେପିନ୍ ଯାହା ଗାମା-ଆମିନୋ ବ୍ୟୁଟିରିକ ଏସିଡ (GABA) ରିସେପ୍ଟର ସହିତ ସଂଲଗ୍ନ ହୋଇ କାର୍ଯ୍ୟ କରେ ।[୨]

ରେମିମାଜୋଲାମକୁ ୨୦୨୦ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦନ କରାଯାଇଥିଲା ।[୩] [୨] ଯୁକ୍ତରାଷ୍ଟ୍ରରେ ୨୦୨୨ ମିଗ୍ରା ବିଶିଷ୍ଟ ଏକ ପାତ୍ରର ମୂଲ୍ୟ ପ୍ରାୟ ୪୨ ଡଲାର ଅଟେ ।[୮]

ଆଧାର[ସମ୍ପାଦନା]

  1. Kilpatrick GJ, McIntyre MS, Cox RF, Stafford JA, Pacofsky GJ, Lovell GG, et al. (2007). "CNS 7056: a novel ultra-short-acting Benzodiazepine". Anesthesiology. 107 (1): 60–6. doi:10.1097/01.anes.0000267503.85085.c0. PMID 17585216. S2CID 19504961.
  2. ୨.୦ ୨.୧ ୨.୨ "Byfavo EPAR". European Medicines Agency (EMA). 9 December 2020. Archived from the original on 21 April 2021. Retrieved 20 April 2021. Text was copied from this source which is © European Medicines Agency. Reproduction is authorized provided the source is acknowledged.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Byfavo- remimazolam besylate injection, powder, lyophilized, for solution". DailyMed. 20 July 2020. Archived from the original on 22 October 2022. Retrieved 25 February 2021.
  4. ୪.୦ ୪.୧ Kaye, Alan David (5 June 2017). Pharmacology, An Issue of Anesthesiology Clinics (in ଇଂରାଜୀ). Elsevier Health Sciences. p. e101. ISBN 978-0-323-52998-3. Archived from the original on 12 November 2022. Retrieved 3 November 2022.
  5. Noor, N; Legendre, R; Cloutet, A; Chitneni, A; Varrassi, G; Kaye, AD (2021). "A comprehensive review of remimazolam for sedation". Health psychology research. 9 (1): 24514. doi:10.52965/001c.24514. PMID 34746482.
  6. Goudra, BG; Singh, PM (July 2014). "Remimazolam: The future of its sedative potential". Saudi journal of anaesthesia. 8 (3): 388–91. doi:10.4103/1658-354X.136627. PMID 25191193.{{cite journal}}: CS1 maint: unflagged free DOI (link)
  7. "Remimazolam Monograph for Professionals". Drugs.com (in ଇଂରାଜୀ). Retrieved 3 November 2022.
  8. "Byfavo Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 29 May 2022. Retrieved 3 November 2022.