Jump to content

ରେବେଲଗଞ୍ଜ

ଉଇକିପିଡ଼ିଆ‌ରୁ
Revelganj
Town
Lua error in package.lua at line 80: module 'Module:InfoboxImage/data' not found.
Goutam Asthan
ଦେଶ India
ରାଜ୍ୟBihar
ଜିଲ୍ଲାSaran
Elevation
52 m (171 ft)
Population
 (2011)[୧]
 • Total୩୯,୦୩୯
Time zoneUTC+5:30 (IST)
Lok Sabha constituencySaran
Vidhan Sabha constituencyChapra

ରେବେଲଗଞ୍ଜ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ବିହାରର ସରନ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ରେବେଲଗଞ୍ଜ ୨୫.୭୮୫୫ ଉତ୍ତର ଅକ୍ଷାଂଶ ଓ ୮୪.୬୪୦୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୫୭ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରେବେଲଗଞ୍ଜ ସହରର ମୋଟ ଜନସଂଖ୍ୟା ୩୪୦୪୪ ଅଟେ ।[୩] ସେଥି ମଧ୍ୟରୁ ୫୧.୭୨% ଜଣ ପରୁଷ ହୋଇଥିବା ବେଳେ ୪୮.୨୮% ଜଣ ନାରୀ ଅଟନ୍ତି । ରେବେଲଗଞ୍ଜର ସାକ୍ଷରତା ହାର ୪୪.୬୫% ଅଟେ । ଏହା ଜାତୀୟ ହାରଠାରୁ ୨୦.୧୯% ପ୍ରତିଶତ କମ ଅଟେ । ସେଥିରୁ ୨୯.୨୧% ପ୍ରତିଶତ ପୁରୁଷ ଓ ୧୫.୪୪% ନାରୀ ଅଟନ୍ତି । ୧୭.୪୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ହିନ୍ଦୀ ରେବେଲଗଞ୍ଜର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. ↑ "Census of India Search details". censusindia.gov.in. Retrieved 10 May 2015.
  2. ↑ "Directory of Cities, Towns, and Regions in India". Archived from the original on 24 September 2015. Retrieved 27 September 2015.
  3. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]