ରେଖା ଜୈନ
ଦେଖଣା
(Rekha Jainରୁ ଲେଉଟି ଆସିଛି)
ରେଖା ଜୈନ | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ସିନେମା ଅଭିନେତ୍ରୀ |
ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତ୍ରୀ |
ରେଖା ଜୈନ ଜଣେ ଓଡ଼ିଆ ଅଭିନେତ୍ରୀ । ୧୯୯୦ ଦଶକରେ ସେ ଅନେକ ଓଡ଼ିଆ ଚଳଚ୍ଚିତ୍ର, ଆଲବମ ଓ ଟିଭି ଧାରାବାହିକରେ ଅଭିନୟ କରିଥିଲେ । ୨୦୦୧ରେ ଏକ ସଡ଼କ ଦୁର୍ଘଟଣା ଯୋଗୁ ସେ ଆଉ ଅଭିନୟ କରିପାରିନଥିଲେ ।
ଜୀବନୀ
[ସମ୍ପାଦନା]ରେଖା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ ।[୧]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ ଚଳଚ୍ଚିତ୍ର
[ସମ୍ପାଦନା]- ଧର୍ମ ଦେବତା - ୨୦୦୧
- ଧର୍ମ ନିକିତି - ୧୯୯୯
- ମା ପରି କିଏ ହେବ - ୧୯୯୯
- ସୌଭାଗ୍ୟବତୀ - ୧୯୯୮
- ସୁନା ସଂସାର - ୧୯୯୭
- ଭାଗ୍ୟ ହାତେ ଡୋରି - ୧୯୯୩
- କପାଳ ଲିଖନ - ୧୯୯୨
- ଚକାଡୋଳା କରୁଚି ଲୀଳା - ୧୯୯୦
- ଦଇବ ଦଉଡ଼ି - ୧୯୯୦[୨]
ଅଭିନୀତ ଧାରାବାହିକ
[ସମ୍ପାଦନା]- ଅଖ ବୁଲୁଥିଲେ ଚକ ବୁଲୁଥିବ
- ଅତୃପ୍ତ ଆତ୍ମା
- ଝଙ୍କାର
- ମହକେ ରଜନୀଗନ୍ଧା[୩]
ଆଧାର
[ସମ୍ପାଦନା]- ↑ "Rs 1-crore indemnity for actress". www.dailypioneer.com. The Pioneer. Archived from the original on 14 March 2022. Retrieved 14 March 2022.
- ↑ Dhananjay Mahapatra. "Career lost to accident, actor gets Rs 1.27 crore relief Read more at: timesofindia.indiatimes.com/articleshow/21585805.cms?utm_source=contentofinterest&utm_medium=text&utm_campaign=cppst". www.timesofindia.indiatimes.com. The Times of India. Archived from the original on 14 March 2022. Retrieved 14 March 2022.
- ↑ "Rekha Jain vs Natioanl Insurance Co.Ltd. & Ors on 1 August, 2013". www.indiankanoon.org/. indiankanoon.org. Archived from the original on 14 March 2022. Retrieved 14 March 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରେଖା ଜୈନ