ରୂରକୀ କାଣ୍ଟନମେଣ୍ଟ

ଉଇକିପିଡ଼ିଆ ରୁ
Jump to navigation Jump to search
ରୂରକୀ କାଣ୍ଟନମେଣ୍ଟ
city
ରୂରକୀ କାଣ୍ଟନମେଣ୍ଟ is located in Uttarakhand
ରୂରକୀ କାଣ୍ଟନମେଣ୍ଟ
ରୂରକୀ କାଣ୍ଟନମେଣ୍ଟ
ରୂରକୀ କାଣ୍ଟନମେଣ୍ଟ is located in India
ରୂରକୀ କାଣ୍ଟନମେଣ୍ଟ
ରୂରକୀ କାଣ୍ଟନମେଣ୍ଟ
Location in Uttarakhand, India
ଅବସ୍ଥିତି: 29°52′N 77°53′E / 29.87°N 77.88°E / 29.87; 77.88Coordinates: 29°52′N 77°53′E / 29.87°N 77.88°E / 29.87; 77.88
Country India
StateUttarakhand
DistrictHardwar
ଉଚ୍ଚତା284 m (932 ft)
ଜନସଂଖ୍ୟା (2001)
 • ମୋଟ୧୭,୭୪୭
Languages
 • Official{{{demographics1_info1}}}
IST (UTC+5:30)
ଗାଡ଼ି ପଞ୍ଜିକରଣUK 08
ୱେବସାଇଟcbroorkee.org.in

ରୂରକୀ କାଣ୍ଟନମେଣ୍ଟ, ଭାରତୀୟ ରାଜ୍ୟ ଉଟତରାଖଣ୍ଡର ହରିଦ୍ୱାର ଜିଲ୍ଲାର ଏକ କାଣ୍ଟନମେଣ୍ଟ ଅଞ୍ଚଳ । ଏଠାରେ ବ୍ରିଟିଶ ସମୟରେ ମଧ୍ୟ ଭାରତର ଏକ ସର୍ବ ପ୍ରାଚୀନ କାଣ୍ଟନମେଣ୍ଟ ସ୍ଥାପିତ 1853 ମସିହାରେ [୧] ହେଇଥିଲା । ଏଠାରେ ବେଙ୍ଗଲ ଇଞ୍ଜିନିଅର ଗ୍ରୁପର ମୁଖ୍ୟାଳୟ ରହିଥିଲା । .[୨][୩]

ଇତିହାସ [ସମ୍ପାଦନା]

1853 ମସିହାରେ ଏଠାରେ ବେଙ୍ଗଲ ରେଜିମେଣ୍ଟର କଣ୍ଟନମେଣ୍ଟ ରହିଆସିଥିଲା । .[୪] ବର୍ତମାନ ସେଠାରେ ଭାରତୀୟ ସେନାର ବେସ ରହିଛି । ,[୪] 1901 ମସିହାରେ ଏହି କନ୍ତାଂମେଣ୍ଟର ଜନସଂଖ୍ୟା 2951 ରହିଥିଲା । .[୫]

ଜନ ଆବାଦୀ[ସମ୍ପାଦନା]

2001 ଜନଗଣନା [୬]ଅନୁସାରେ ରୂରକୀ କାଣ୍ଟନମେଣ୍ଟର ଜନସଂଖ୍ୟା17,747 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 61 %ଥିବା ବେଳେ ମହିଳା ସଂଖ୍ୟା 39% ଥିଲା । ଏଠାରେ ସାକ୍ଷ୍ୟରତା ହାର 87% ରହିଥିଲା ।ଏହା ଜାତୀୟ ହାର ଠାରୁ ଅଧିକ । ରୂରକୀ କାଣ୍ଟନମେଣ୍ଟ  ରେ 6 ବର୍ଷରୁ କମ ଆବାଡୀ 10% ଥିଲା । 

References[ସମ୍ପାଦନା]

  1. Roorkee - History
  2. Bengal Sappers’ saga of valour The Tribune, 24 November 2008.
  3. Roorkee Cantonment
  4. ୪.୦ ୪.୧ Roorkee Town2 The Imperial Gazetteer of India, v. 21, p. 325.
  5. Roorkee Town 3 The Imperial Gazetteer of India, v. 21, p. 326.
  6. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.