ରୂରକୀ କାଣ୍ଟନମେଣ୍ଟ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ରୂରକୀ କାଣ୍ଟନମେଣ୍ଟ
city
Country India
StateUttarakhand
DistrictHardwar
Elevation
284 m (932 ft)
Population
 (2001)
 • Total୧୭,୭୪୭
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣUK 08
Websitecbroorkee.org.in

ରୂରକୀ କାଣ୍ଟନମେଣ୍ଟ, ଭାରତୀୟ ରାଜ୍ୟ ଉଟତରାଖଣ୍ଡର ହରିଦ୍ୱାର ଜିଲ୍ଲାର ଏକ କାଣ୍ଟନମେଣ୍ଟ ଅଞ୍ଚଳ । ଏଠାରେ ବ୍ରିଟିଶ ସମୟରେ ମଧ୍ୟ ଭାରତର ଏକ ସର୍ବ ପ୍ରାଚୀନ କାଣ୍ଟନମେଣ୍ଟ ସ୍ଥାପିତ 1853 ମସିହାରେ [୧] ହେଇଥିଲା । ଏଠାରେ ବେଙ୍ଗଲ ଇଞ୍ଜିନିଅର ଗ୍ରୁପର ମୁଖ୍ୟାଳୟ ରହିଥିଲା । .[୨][୩]

ଇତିହାସ [ସମ୍ପାଦନା]

1853 ମସିହାରେ ଏଠାରେ ବେଙ୍ଗଲ ରେଜିମେଣ୍ଟର କଣ୍ଟନମେଣ୍ଟ ରହିଆସିଥିଲା । .[୪] ବର୍ତ୍ତମାନ ସେଠାରେ ଭାରତୀୟ ସେନାର ବେସ ରହିଛି । ,[୪] 1901 ମସିହାରେ ଏହି କନ୍ତାଂମେଣ୍ଟର ଜନସଂଖ୍ୟା 2951 ରହିଥିଲା । .[୫]

ଜନସଂଖ୍ୟା[ସମ୍ପାଦନା]

2001 ଜନଗଣନା [୬]ଅନୁସାରେ ରୂରକୀ କାଣ୍ଟନମେଣ୍ଟର ଜନସଂଖ୍ୟା17,747 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା 61 %ଥିବା ବେଳେ ମହିଳା ସଂଖ୍ୟା 39% ଥିଲା । ଏଠାରେ ସାକ୍ଷ୍ୟରତା ହାର 87% ରହିଥିଲା ।ଏହା ଜାତୀୟ ହାରଠାରୁ ଅଧିକ । ରୂରକୀ କାଣ୍ଟନମେଣ୍ଟ  ରେ 6 ବର୍ଷରୁ କମ ଆବାଡୀ 10% ଥିଲା । 

References[ସମ୍ପାଦନା]

  1. "Roorkee - History". Archived from the original on 2008-04-06. Retrieved 2016-12-28.
  2. Bengal Sappers’ saga of valour The Tribune, 24 November 2008.
  3. Roorkee Cantonment
  4. ୪.୦ ୪.୧ Roorkee Town2 The Imperial Gazetteer of India, v. 21, p. 325.
  5. Roorkee Town 3 The Imperial Gazetteer of India, v. 21, p. 326.
  6. "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.