ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ

ଉଇକିପିଡ଼ିଆ ରୁ
Jump to navigation Jump to search
ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ,
ରାୟଗଡ଼ା
ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ,ରାୟଗଡ଼ା
ଲକ୍ଷ୍ୟସତ୍ୟଂ ଶିବମ୍ ସୁନ୍ଦରମ୍
ଲକ୍ଷ୍ୟ (ଇଂରାଜୀରେ)TRUTH -- PURITY -- BEAUTY
ପ୍ରତିଷ୍ଠା04.07.1966
ଅଧ୍ୟକ୍ଷଶ୍ରୀ ଶିଶିରକାନ୍ତ ତ୍ରିପାଠୀ
ଅବସ୍ଥାନରାୟଗଡ଼ା, ଓଡ଼ିଶା, ଭାରତ
ୱେବସାଇଟwww.rayagadacollege.org


ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ରାୟଗଡ଼ା ଜିଲ୍ଲାର ରାୟଗଡ଼ା ସହରରେ ଅବସ୍ଥିତ । ଓଡ଼ିଶାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଏହା ଅନୁବନ୍ଧିତ[୧][୨][୩][୪] । ଯୁକ୍ତ ୨ ପାଠ୍ୟକ୍ରମର ଶିକ୍ଷାଦାନ ପାଇଁ ଏହି ଅନୁଷ୍ଠାନଟି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସହ ଅନୁବନ୍ଧିତ ହୋଇଥିଲା ।

ମହାବିଦ୍ୟାଳୟଟି ୧୯୬୬ ମସିହାରେ ପ୍ରତିଷ୍ଟିତ । ଶ୍ରୀ ପି.କେ ମିଶ୍ର ଏହାର ପ୍ରଥମ ଅଧ୍ୟକ୍ଷ । ମହାବିଦ୍ୟାଳୟଟି ୨୦୦୬ ମସିହାରେ ରାଷ୍ଟ୍ରୀୟ ମୁଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ (National Assessment and Accreditation Council)[୫]ଦ୍ୱାରା "ଖ"(B level) ଶ୍ରେଣୀ ମାନ୍ୟତା ଏବଂ ୨୦୦୭ ମସିହାରେ ୟୁଜିସିଦ୍ୱାରା ସ୍ୱୟଂଶାସିତ ମାନ୍ୟତା ଲାଭ କଲା[୬] । କଳା, ବିଜ୍ଞାନ ଓ ବାଣିଜ୍ୟରେ ସ୍ନାତକ ପାଠ୍ୟକ୍ରମ ପାଇଁ ଏଠାରେ ବ୍ୟବସ୍ଥା ରହିଛି[୭][୮][୯] । ଓଡ଼ିଶା ସରକାରଙ୍କଦ୍ୱାରା ଏଠାରେ ଏକ ଭାଷା ପାଠାଗାର ପ୍ରତିଷ୍ଠା ହେବାକୁ ଯାଉଛି[୧୦]

ଆଧାର[ସମ୍ପାଦନା]

ବାହାର ତଥ୍ୟ[ସମ୍ପାଦନା]