ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ
ଦେଖଣା
(ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟରୁ ଲେଉଟି ଆସିଛି)
ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ, ରାୟଗଡ଼ା | |
---|---|
ଲକ୍ଷ୍ୟ | ସତ୍ୟଂ ଶିବମ୍ ସୁନ୍ଦରମ୍ |
ଲକ୍ଷ୍ୟ (ଇଂରାଜୀରେ) | TRUTH -- PURITY -- BEAUTY |
ସ୍ଥାପିତ | 04.07.1966 |
ଅଧ୍ୟକ୍ଷ | ଶ୍ରୀ ଶିଶିରକାନ୍ତ ତ୍ରିପାଠୀ |
ଅବସ୍ଥାନ | ରାୟଗଡ଼ା, ଓଡ଼ିଶା, ଭାରତ |
ୱେବସାଇଟ | www.rayagadacollege.org |
ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ରାୟଗଡ଼ା ଜିଲ୍ଲାର ରାୟଗଡ଼ା ସହରରେ ଅବସ୍ଥିତ । ଓଡ଼ିଶାର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଏହା ଅନୁବନ୍ଧିତ[୧][୨][୩][୪] । ଯୁକ୍ତ ୨ ପାଠ୍ୟକ୍ରମର ଶିକ୍ଷାଦାନ ପାଇଁ ଏହି ଅନୁଷ୍ଠାନଟି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ସହ ଅନୁବନ୍ଧିତ ହୋଇଥିଲା ।
ମହାବିଦ୍ୟାଳୟଟି ୧୯୬୬ ମସିହାରେ ପ୍ରତିଷ୍ଟିତ । ଶ୍ରୀ ପି.କେ ମିଶ୍ର ଏହାର ପ୍ରଥମ ଅଧ୍ୟକ୍ଷ । ମହାବିଦ୍ୟାଳୟଟି ୨୦୦୬ ମସିହାରେ ରାଷ୍ଟ୍ରୀୟ ମୁଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ (National Assessment and Accreditation Council)[୫]ଦ୍ୱାରା "ଖ"(B level) ଶ୍ରେଣୀ ମାନ୍ୟତା ଏବଂ ୨୦୦୭ ମସିହାରେ ୟୁଜିସିଦ୍ୱାରା ସ୍ୱୟଂଶାସିତ ମାନ୍ୟତା ଲାଭ କଲା[୬] । କଳା, ବିଜ୍ଞାନ ଓ ବାଣିଜ୍ୟରେ ସ୍ନାତକ ପାଠ୍ୟକ୍ରମ ପାଇଁ ଏଠାରେ ବ୍ୟବସ୍ଥା ରହିଛି[୭][୮][୯] । ଓଡ଼ିଶା ସରକାରଙ୍କଦ୍ୱାରା ଏଠାରେ ଏକ ଭାଷା ପାଠାଗାର ପ୍ରତିଷ୍ଠା ହେବାକୁ ଯାଉଛି[୧୦] ।
ଆଧାର
[ସମ୍ପାଦନା]- ↑ ""Affiliated colleges of Berhampur University"". Archived from the original on 2014-02-09. Retrieved 2014-10-22.
- ↑ "List of affiliated autonomous colleges"
- ↑ ""List of affiliated colleges of Berhampur University"". Archived from the original on 2014-10-22. Retrieved 2014-10-22.
- ↑ "List of approved autonomous colleges under the UGC scheme"
- ↑ National Assessment and Accreditation Council
- ↑ ""REPORT OF THE BERHAMPUR UNIVERSITY FOR THE YEAR 2011"" (PDF). Archived from the original (PDF) on 2012-03-24. Retrieved 2014-11-08.
- ↑ "RTI odisha on Rayagada college"[permanent dead link]
- ↑ "About Rayagada college in Indiacolleges[permanent dead link]
- ↑ ""List of autonomous colleges in Berhampur University"". Archived from the original on 2014-06-29. Retrieved 2014-10-22.
- ↑ "Pragativadi, August 14, 2013" News in Pragatibadi
ବାହାର ତଥ୍ୟ
[ସମ୍ପାଦନା]- Official website of Rayagada college Archived 2014-12-18 at the Wayback Machine.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |