Jump to content

ରାମ ଚରଣ ପଟେଲ

ଉଇକିପିଡ଼ିଆ‌ରୁ
ରାମ ଚନ୍ଦ୍ର ପଟେଲ
ବିଧାୟକ: ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୪୬  ୧୯୫୨
ପର ଅଧିକାରୀକୃପାନିଧି ନାଏକ, ଦ୍ୱାରିକାନାଥ କୁସୁମ
ନିର୍ବାଚନ ମଣ୍ଡଳୀସୁନ୍ଦରଗଡ଼
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳନିର୍ଦ୍ଦଳୀୟ
ଜୀବନ ସାଥୀକୁଞ୍ଜବତୀ ପଟେଲ
ବୃତ୍ତିରାଜନୀତିଜ୍ଞ

ରାମ ଚନ୍ଦ୍ର ପଟେଲ ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ସ୍ୱାଧୀନତା ପୂର୍ବରୁ ୧୯୪୬ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନତା ପୂର୍ବର ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[][] ତାଙ୍କ ସହିତ ଏହି ବିଧାନ ସଭାକୁ ଶିବ ନାରାୟଣ ସିଂହ ମହାପାତ୍ର ଯୁଗ୍ମ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ।

ରାଜନୈତିକ ଜୀବନ

[ସମ୍ପାଦନା]

ରାମ ଚନ୍ଦ୍ର ପଟେଲ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବରେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ସ୍ୱାଧୀନତା ପୂର୍ବରୁ ଥରେ କାର୍ଯ୍ୟ କରିଥିଲେ ।[]

  1. 1 2 "Shri Ram Charan Patel". odishaassembly.nic.in. Odisha Assembly. Retrieved 7 July 2021.
  2. ଉଦ୍ଧବ ଚରଣ ନାୟକ (2013). "୨". ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ୭୪. ISBN 978-81-89436-54-4. Retrieved 26 December 2023.{{cite book}}: CS1 maint: unrecognized language (link)