ରାମମୂର୍ତ୍ତି ଗମାଙ୍ଗ
Appearance
ରାମମୂର୍ତ୍ତି ଗମାଙ୍ଗ | |
---|---|
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୦୪ | |
ପୂର୍ବ ଅଧିକାରୀ | ଭାଗିରଥୀ ଗମାଙ୍ଗ |
ପର ଅଧିକାରୀ | ହେମାବତୀ ଗମାଙ୍ଗ |
ନିର୍ବାଚନ ମଣ୍ଡଳୀ | ଗୁଣୁପୁର |
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ଭାଗିରଥୀ ଗମାଙ୍ଗ |
ପର ଅଧିକାରୀ | ଅକ୍ଷୟ କୁମାର ଗମାଙ୍ଗ |
ନିର୍ବାଚନ ମଣ୍ଡଳୀ | ଗୁଣୁପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ମାର୍ଚ୍ଚ ୧୯୫୧ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ଦଳ |
ଜୀବନ ସାଥୀ | ଶଶିରେଖା ଗମାଙ୍ଗ |
ସନ୍ତାନ | ୧ |
ବାପା/ବୋଉ | ଦଶା ଗମାଙ୍ଗ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାମମୂର୍ତ୍ତି ଗମାଙ୍ଗ (ଜନ୍ମ: ୧ ମାର୍ଚ୍ଚ ୧୯୫୧) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଛନ୍ତି । ୧୯୯୦ ଓ ୨୦୦୦ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଗୁଣୁପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାମମୂର୍ତ୍ତି ଗମାଙ୍ଗ ୧୯୫୧ ମସିହାର ମାର୍ଚ୍ଚ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଶା ଗମାଙ୍ଗ ଓ ସ୍ବର୍ଗତଃ ପତ୍ନୀଙ୍କ ନାମ ଶଶିରେଖା ଗମାଙ୍ଗ[୧][୨]
ରାଜନୈତିକ ଜୀବନ
[ସମ୍ପାଦନା]ରାମମୂର୍ତ୍ତି ଗମାଙ୍ଗ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ବିବାଦ
[ସମ୍ପାଦନା]୧୯୯୫ ମସିହା ଅଗଷ୍ଟ ୨୯ ତାରିଖରେ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।[୩][୪] ଏଥିପାଇଁ ତାଙ୍କୁ ଆଜୀବନ କାରାବାସରେ ଦଣ୍ଡିତ କରାଯାଇଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Rammurty Gomango". odishaassembly.nic.in. Odisha Assembly. Retrieved 5 February 2022.
- ↑ "ସରକାରୀ କ୍ବାଟରରେ ପତ୍ନୀ ହତ୍ୟା ମାମଲା; ପୂର୍ବତନ ବିଧାୟକ ରାମମୂର୍ତ୍ତିଙ୍କୁ ଆଜୀବନ ସଜ୍ଜା". ETV Bharat News. Retrieved 2023-06-28.
- ↑ "ପତ୍ନୀ ହତ୍ୟା ମାମଲାରେ ଗୁଣୁପୁରର ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ, ୨୭ରେ ଦଣ୍ଡ ଘୋଷଣା କରିବେ ଅଦାଲତ". Sambad (in ଆମେରିକୀୟ ଇଂରାଜୀ). 2023-06-25. Retrieved 2023-06-25.
- ↑ Dharitri; Mohanty, Padmini (2023-06-24). "ସ୍ତ୍ରୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ ଦୋଷୀ ସାବ୍ୟସ୍ତ - Dharitri". Dharitri Odia News (in ଆମେରିକୀୟ ଇଂରାଜୀ). Retrieved 2023-06-25.
- ↑ Network, Post News (2023-06-27). "Former Odisha MLA Ramamurthy Gomango gets life imprisonment in wife's murder case - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Retrieved 2023-06-28.