ରାମଚନ୍ଦ୍ର ପ୍ରଧାନ
ଦେଖଣା
ରାମଚନ୍ଦ୍ର ପ୍ରଧାନ | |
---|---|
ବିଧାୟକ: ୧୧ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୫ – ୨୦୦୦ | |
ପୂର୍ବ ଅଧିକାରୀ | ରବିନାରାୟଣ ପାଣିଗ୍ରାହୀ |
ପର ଅଧିକାରୀ | ସଞ୍ଜିବ କୁମାର ସାହୁ |
ନିର୍ବାଚନ ମଣ୍ଡଳୀ | ବୀରମହାରାଜପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୬ ନଭେମ୍ବର ୧୯୪୨ |
ମୃତ୍ୟୁ | ୨୧ ଡିସେମ୍ବର ୨୦୧୬ | (ବୟସ ୭୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସାରଳା ପ୍ରଧାନ |
ବାପା/ବୋଉ | ସନାତନ ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାମଚନ୍ଦ୍ର ପ୍ରଧାନ (୧୬ ନଭେମ୍ବର ୧୯୪୨ - ୨୧ ଡିସେମ୍ବର ୨୦୧୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାମଚନ୍ଦ୍ର ପ୍ରଧାନ ୧୯୪୨ ମସିହାର ନଭେମ୍ବର ୧୬ ତାରିଖର ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସନାତନ ପ୍ରଧାନ ଓ ପତ୍ନୀଙ୍କ ନାମ ସାରଳା ପ୍ରଧାନ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାମଚନ୍ଦ୍ର ପ୍ରଧାନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ରାମଚନ୍ଦ୍ର ପ୍ରଧାନ ୨୦୧୬ ମସିହାର ଡିସେମ୍ବର ୨୧ ତାରିଖରେ ୭୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Rama Chandra Pradhan". odishaassembly.nic.in. Odisha Assembly. Retrieved 16 August 2021.