ରାମକୃଷ୍ଣ ପଟ୍ଟନାୟକ
ରାମକୃଷ୍ଣ ପଟ୍ଟନାୟକ | |
---|---|
ବିଧାୟକ: ୯ମ, ୧୦ମ, ୧୧ଶ, ୧୨ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୨୦୦୪ | |
ନିର୍ବାଚନ ମଣ୍ଡଳୀ | କୋଦଳା |
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ନିର୍ବାଚନ ମଣ୍ଡଳୀ | କୋଦଳା |
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ନିର୍ବାଚନ ମଣ୍ଡଳୀ | କୋଦଳା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୮ ଅଗଷ୍ଟ ୧୯୪୦ |
ମୃତ୍ୟୁ | ୨୪ ଡିସେମ୍ବର ୨୦୨୧ | (ବୟସ ୮୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ, ଜନତା ଦଳ, ଜନତା ପାର୍ଟି, ଉତ୍କଳ କଂଗ୍ରେସ |
ଜୀବନ ସାଥୀ | କୁମୁଦିନୀ ପଟ୍ଟନାୟକ |
ବାପା/ବୋଉ | ଲକ୍ଷ୍ମୀଶରଣ ପଟ୍ଟନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାମକୃଷ୍ଣ ପଟ୍ଟନାୟକ (୨୮ ଅଗଷ୍ଟ ୧୯୪୦ - ୨୪ ଡିସେମ୍ବର ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୭, ୧୯୮୫, ୧୯୯୦, ୧୯୯୫ ଓ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେକୋଦଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୭ମ, ୯ମ, ୧୦ମ, ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରାମକୃଷ୍ଣ ପଟ୍ଟନାୟକ ୧୯୪୦ ମସିହାର ଅଗଷ୍ଟ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଲକ୍ଷ୍ମୀଶରଣ ପଟ୍ଟନାୟକ ଓ ପତ୍ନୀଙ୍କ ନାମ କୁମୁଦିନୀ ପଟ୍ଟନାୟକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରାମକୃଷ୍ଣ ପଟ୍ଟନାୟକ ଓଡ଼ିଶା ରାଜନୀତିରେ ପ୍ରଥମେ ଉତ୍କଳ କଂଗ୍ରେସରେ ଓ ପରେ ଜନତା ପାର୍ଟି, ଜନତା ଦଳ ଓ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ୨୦୧୪ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ ।[୨] ପରବର୍ତ୍ତୀ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ ଏବଂ ୨୦୨୧ ମସିହାରେ କଂଗ୍ରସରୁ ମଧ୍ୟ ଇସ୍ତଫା ଦେଇଥିଲେ ।[୩][୪] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଛଅ ଥର କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
[ସମ୍ପାଦନା]ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୭୧ | ୧୯୭୧ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | କୋଦଳା | ଉତ୍କଳ କଂଗ୍ରେସ |
୧୯୭୧ | ୧୯୭୩ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | କୋଦଳା | ଜନତା ପାର୍ଟି |
୧୯୮୫ | ୧୯୯୦ | ସଭ୍ୟ, ୯ମ ଓଡ଼ିଶା ବିଧାନ ସଭା | କୋଦଳ | ଜନତା ଦଳ |
୧୯୯୦ | ୧୯୯୫ | ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା | କୋଦଳା | ଜନତା ଦଳ |
୧୯୯୫ | ୨୦୦୦ | ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା | କୋଦଳ | ଜନତା ଦଳ |
୨୦୦୦ | ୨୦୦ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | କୋଦଳ | ବିଜୁ ଜନତା ଦଳ |
ମୃତ୍ୟୁ
[ସମ୍ପାଦନା]ରାମକୃଷ୍ଣ ପଟ୍ଟନାୟକ ୨୦୨୧ ମସିହାର ଡିସେମ୍ବର ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୫][୬] ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Ram Krushna Patnaik". odishaassembly.nic.in. Odisha Assembly. Retrieved 13 October 2022.
- ↑ "Ramkrushna Patnaik joins BJP | Sambad English". Odisha Sun Times (in English). Bhubaneswar: sambadenglish.com. 19 March 2014. Archived from the original on 13 October 2022. Retrieved 13 October 2022.
{{cite news}}
: CS1 maint: unrecognized language (link) - ↑ "Former Odisha minister Ramkrushna Patnaik and wife quit Congress". DNA India (in ଇଂରାଜୀ). Retrieved 2021-12-24.
- ↑ "Inside The Kalinga Cabal". Outlook (Indian magazine) (in ଇଂରାଜୀ). Retrieved 2021-12-24.
{{cite news}}
: CS1 maint: url-status (link) - ↑ "Veteran Odisha minister Ram Krushna Patnaik passes away at 81". The New Indian Express. Retrieved 2021-12-24.
{{cite news}}
: CS1 maint: url-status (link) - ↑ PTI (2021-12-24). "Former Odisha Finance Minister Ramakrushna Pattnaik dies at 81". The Hindu (in Indian English). ISSN 0971-751X. Retrieved 2021-12-24.