ରାଣାଭାବ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Ranavav
city
ଦେଶ India
ରାଜ୍ୟGujarat
ଜିଲ୍ଲାPorbandar
Elevation
40 m (130 ft)
Population
 (2011)[୧]
 • Total୪୬,୦୧୮
Time zoneUTC+5:30 (IST)

ରାଣାଭାବ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ପୋର୍ବନ୍ଦର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ରାଣାଭାବ ୨୧.୬୮୭୩ ଉତ୍ତର ଅକ୍ଷାଂଶ ଓ ୬୯.୭୪୪୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୨୧ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଣାଭାବ ସହରର ମୋଟ ଜନସଂଖ୍ୟା ୨୪୨୦୨ ଅଟେ ।[୩] ସେଥି ମଧ୍ୟରୁ ୫୧.୨୯% ଜଣ ପରୁଷ ହୋଇଥିବା ବେଳେ ୪୮.୭୧% ଜଣ ନାରୀ ଅଟନ୍ତି । ରାଣାଭାବର ସାକ୍ଷରତା ହାର ୬୨.୮୩% ଅଟେ । ଏହା ଜାତୀୟ ହାରଠାରୁ ୨.୦୧% ପ୍ରତିଶତ କମ ଅଟେ । ସେଥିରୁ ୩୬.୦୪% ପ୍ରତିଶତ ପୁରୁଷ ଓ ୨୬.୭୯% ନାରୀ ଅଟନ୍ତି । ୧୪.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ଗୁଜରାଟୀ ରାଣାଭାବର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]