ରାଜାପାଲାୟମ
ଦେଖଣା
Rajapalayam
இராஜபாளையம் | |
|---|---|
Town | |
| ଦେଶ | |
| ରାଜ୍ୟ | Tamil Nadu |
| ଜିଲ୍ଲା | Virudhunagar |
| Government | |
| • Type | Special Grade Municipality |
| • Body | Rajapalayam Municipality |
| • Municipality Chairman | P.S. Dhanalakshmi |
| • M L A | K. Gopalsamy |
| Elevation | 100.58 m (329.99 ft) |
| Population (2011) | |
| • Total | ୧,୩୦,୪୨୨ |
| ଭାଷା | |
| • ସରକାରୀ | Tamil |
| Time zone | UTC+5:30 (IST) |
| ଯାନବାହାନ ପଞ୍ଚୀକରଣ | TN-84 |
| Website | Rajapalayam360.in |
ରାଜାପାଲାୟମ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଜାପାଲାୟମ ସହରର ମୋଟ ଜନସଂଖ୍ୟା ୧୨୧୯୮୨ ଅଟେ ।[୧] ସେଥି ମଧ୍ୟରୁ ୫୦.୦୭% ଜଣ ପରୁଷ ହୋଇଥିବା ବେଳେ ୪୯.୯୩% ଜଣ ନାରୀ ଅଟନ୍ତି । ରାଜାପାଲାୟମର ସାକ୍ଷରତା ହାର ୭୨.୯୯% ଅଟେ । ଏହା ଜାତୀୟ ହାରଠାରୁ ୮.୧୫% ପ୍ରତିଶତ କମ ଅଟେ । ସେଥିରୁ ୪୦.୦୭% ପ୍ରତିଶତ ପୁରୁଷ ଓ ୩୨.୯୨% ନାରୀ ଅଟନ୍ତି । ୯.୪୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା
[ସମ୍ପାଦନା]ତାମିଲ ରାଜାପାଲାୟମର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.