ରାଜାପାଲାୟମ
ଦେଖଣା
Rajapalayam
இராஜபாளையம் | |
---|---|
Town | |
ଦେଶ | India |
ରାଜ୍ୟ | Tamil Nadu |
ଜିଲ୍ଲା | Virudhunagar |
Government | |
• Type | Special Grade Municipality |
• Body | Rajapalayam Municipality |
• Municipality Chairman | P.S. Dhanalakshmi |
• M L A | K. Gopalsamy |
Elevation | 100.58 m (329.99 ft) |
Population (2011) | |
• Total | ୧,୩୦,୪୨୨ |
ଭାଷା | |
• ସରକାରୀ | Tamil |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | TN-84 |
Website | Rajapalayam360.in |
ରାଜାପାଲାୟମ ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ତାମିଲନାଡୁର ବିରୁଧୁନଗର ଜିଲ୍ଲାରେ ଅବସ୍ଥିତ ।
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଜାପାଲାୟମ ସହରର ମୋଟ ଜନସଂଖ୍ୟା ୧୨୧୯୮୨ ଅଟେ ।[୧] ସେଥି ମଧ୍ୟରୁ ୫୦.୦୭% ଜଣ ପରୁଷ ହୋଇଥିବା ବେଳେ ୪୯.୯୩% ଜଣ ନାରୀ ଅଟନ୍ତି । ରାଜାପାଲାୟମର ସାକ୍ଷରତା ହାର ୭୨.୯୯% ଅଟେ । ଏହା ଜାତୀୟ ହାରଠାରୁ ୮.୧୫% ପ୍ରତିଶତ କମ ଅଟେ । ସେଥିରୁ ୪୦.୦୭% ପ୍ରତିଶତ ପୁରୁଷ ଓ ୩୨.୯୨% ନାରୀ ଅଟନ୍ତି । ୯.୪୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]
ଭାଷା
[ସମ୍ପାଦନା]ତାମିଲ ରାଜାପାଲାୟମର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.