ରାଜଗିର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Rajgir
राजगीर
City
Vishwa Shanti Stupa at Rajgir, one of the 80 Peace Pagodas around the world.
Vishwa Shanti Stupa at Rajgir, one of the 80 Peace Pagodas around the world.
Rajgir is located in Bihar
Rajgir
Rajgir
Coordinates: 25°02′N 85°25′E / 25.03°N 85.42°E / 25.03; 85.42Coordinates: 25°02′N 85°25′E / 25.03°N 85.42°E / 25.03; 85.42
Country  India
State Bihar
Region Magadha
Division Patna
District Nalanda
Ward 19 wards
କ୍ଷେତ୍ରଫଳ (2015) [A ୧]
 • City 61.6 km2 (Bad rounding here24 sq mi)
 • Regional planning 517 km2 (Bad rounding here200 sq mi)
ଉଚ୍ଚତା 73 m (240 ft)
Population (2011)[୨]
 • Total ୪୧
IST (UTC+5:30)
ପିନ କୋଡ଼ 803116
Telephone code +91-6112
ଗାଡ଼ି ପଞ୍ଜିକରଣ BR-21
Sex ratio 1000/889 /
Literacy 51.88%
Lok Sabha constituency Nalanda
Vidhan Sabha constituency Rajgir (SC) (173)
ୱେବସାଇଟ nalanda.bih.nic.in
  1. Constituents of Rajgir Regional Plannina area are CD blocks of Rajgir, Silao, Giriak and Katrisarai[୧]


ରାଜଗିର ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ବିହାରର ନଲନ୍ଦ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ରାଜଗିର ୨୫.୦୨୭୭ ଉତ୍ତର ଅକ୍ଷାଂଶ ଓ ୮୫.୪୨୧୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାଜଗିର ସହରର ମୋଟ ଜନସଂଖ୍ୟା ୩୩୬୯୧ ଅଟେ ।[୪] ସେଥି ମଧ୍ୟରୁ ୫୨.୯୪% ଜଣ ପରୁଷ ହୋଇଥିବା ବେଳେ ୪୭.୦୬% ଜଣ ନାରୀ ଅଟନ୍ତି । ରାଜଗିରର ସାକ୍ଷରତା ହାର ୫୧.୮୮% ଅଟେ । ଏହା ଜାତୀୟ ହାର ଠାରୁ ୧୨.୯୬% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୨.୫୫% ପ୍ରତିଶତ ପୁରୁଷ ଓ ୧୯.୩୨% ନାରୀ ଅଟନ୍ତି । ୧୮.୫୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ହିନ୍ଦୀ ରାଜଗିରର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]