ରମେଶ ପଟୁଆ

ଉଇକିପିଡ଼ିଆ‌ରୁ
ରମେଶ ପଟୁଆ
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀଦୁର୍ଯ୍ୟୋଧନ ଗଡ଼ିଆ
ପର ଅଧିକାରୀନାଉରୀ ନାୟକ
ନିର୍ବାଚନ ମଣ୍ଡଳୀରେଙ୍ଗାଲି
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତିଜ୍ଞ

ରମେଶ ପଟୁଆ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ରେଙ୍ଗାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ରମେଶ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୨]

୨୦୧୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ରମେଶ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ରେଙ୍ଗାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ ।[୩] ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିନ୍ଦନ୍ଦୀ ନାଉରୀ ନାୟକଙ୍କୁ ପରାସ୍ତ କରି ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪]

ରମେଶ ପଟୁଆ ପୁଣିଥରେ ୨୦୧୯ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜେଡିର ପ୍ରାର୍ଥୀ ଭାବରେ ରେଙ୍ଗାଲିରୁ ନିର୍ବାଚନ ଲଢ଼ିଥିଲେ ।[୫] ମାତ୍ର ଏହି ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ନାୟରୀ ନାୟକଙ୍କଠାରୁ ପରାସ୍ତ ହୋଇଥିଲେ ।[୬]

ଆଧାର[ସମ୍ପାଦନା]

  1. "Shri Ramesh Patua". odishaassembly.nic.in. Odisha Assembly. Retrieved 24 August 2020.
  2. "ଅସହାୟ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଲେ ରେଙ୍ଗାଲି ବିଧାୟକ | Sambad". ସମ୍ବାଦ. sambad.in. 3 August 2018. Archived from the original on 25 August 2020. Retrieved 25 August 2020.
  3. "RENGALI ELECTION RESULTS & NEWS". News18. news18.com. Retrieved 26 August 2020.
  4. "ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିର୍ବାଚନ ମଣ୍ଡଳିରେ କିଏ ଟିକେଟ୍ ପାଇବ କେଉଁ ଦଳରୁ…24 February 2019". Prameyanews7. Archived from the original on 25 August 2020. Retrieved 25 August 2020.
  5. Pradhan, Phanindra (4 February 2019). "Internal bickering bane for BJD in Sambalpur". The New Indian Express. Archived from the original on 9 February 2019. Retrieved 25 August 2020.
  6. "Rengali Election Results 2019 LIVE: Rengali Assembly Election Results, Winner, Runner-Up & Vote Share – Oneindia". www.oneindia.com (in ଇଂରାଜୀ). Retrieved 26 August 2020.