ରଥ, ଭାରତ
Rath,uttar pradesh,India Rath | |
---|---|
कस्बा | |
ଫାଇଲ:संजय महान संजय महान | |
Country | ![]() |
State | Uttar Pradesh |
Region | Bundelkhand |
Division | Chitrakoot Division |
District | Hamirpur |
ସରକାର | |
• Chairman | Kashi Prasad (Ex. MLA) |
• Sub-Divisional Magistrate | Rajesh Verma |
• M.L.A. | Gyadeen Anuragi |
ଜନସଂଖ୍ୟା (2012) | |
• ମୋଟ | ୬୫,୦୫୬ |
Languages | |
• Official | Hindi, English, Bundeli |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 210431 |
Telephone code | 91-5280 |
ଗାଡ଼ି ପଞ୍ଜିକରଣ | UP-91 |
ରଥ, ଭାରତ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ହମିର୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ରଥ, ଭାରତ ୨୫.୫୯୪୫ ଉତ୍ତର ଅକ୍ଷାଂଶ ଓ ୭୯.୫୬୬୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରଥ, ଭାରତ ସହରର ମୋଟ ଜନସଂଖ୍ୟା ୫୫୯୩୮ ଅଟେ ।[୨] ସେଥି ମଧ୍ୟରୁ ୫୩.୭୩% ଜଣ ପରୁଷ ହୋଇଥିବା ବେଳେ ୪୬.୨୭% ଜଣ ନାରୀ ଅଟନ୍ତି । ରଥ, ଭାରତର ସାକ୍ଷରତା ହାର ୬୧.୧୫% ଅଟେ । ଏହା ଜାତୀୟ ହାରଠାରୁ ୩.୬୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୮୭% ପ୍ରତିଶତ ପୁରୁଷ ଓ ୨୩.୨୮% ନାରୀ ଅଟନ୍ତି । ୧୫.୩୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ହିନ୍ଦୀ ରଥ, ଭାରତର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.