ମୋନାଲିସା ମିଶ୍ର
Appearance
ମୋନାଲିସା ମିଶ୍ର | |
---|---|
ଜନ୍ମ | ୧୯୬୯ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ସାହିତ୍ୟିକା |
ମୋନାଲିସା ମିଶ୍ର(ଜନ୍ମ : ୧୯୬୯), ଜଣେ ଓଡ଼ିଆ ସାହିତ୍ୟିକା ।[୧] ସେ ଉଭୟ ଗଳ୍ପ ଓ କବିତାରେ ନିଜ ଲେଖନୀ ଚାଳନା କରୁଥିଲେ ମଧ୍ୟ ଗଳ୍ପ ସଂଖ୍ୟା କବିତାଠାରୁ ଅଧିକ । ନୟାଗଡ଼ରେ ଜନ୍ମଗ୍ରହଣ କରିଥିବା ମୋନାଲିସା, ବୃତ୍ତିରେ ଜଣେ ଶିକ୍ଷୟତ୍ରୀ ।[୨]
ରଚନାବଳି
[ସମ୍ପାଦନା]କବିତା
[ସମ୍ପାଦନା]- ଉଭାନ୍ ଫେରିବାଲା
ଗଳ୍ପ
[ସମ୍ପାଦନା]- କେତେ ଦୂର କୃଷ୍ଣଚୂଡ଼ା
- ବାଘରାତି
- ଶିମିଳି ସଂଧ୍ୟା
- ଦେହ ବର୍ଣ୍ଣାଳୀ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ସୁଚରିତା ପୁରସ୍କାର - ୧୯୯୮[୩]
ଆଧାର
[ସମ୍ପାଦନା]- ↑ Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
- ↑ http://www.odiasahitya.com/members/memberprofile/?member=monalisa+mishra
- ↑ "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ଫେବୃଆରୀ ୧୮ - ମାର୍ଚ୍ଚ ୩ ୨୦୧୭ ପୃଷ୍ଠା ୪-୫. Retrieved 2 March 2017.