ମୋନାଲିସା ମିଶ୍ର

ଉଇକିପିଡ଼ିଆ‌ରୁ
(Monlisa Mishraରୁ ଲେଉଟି ଆସିଛି)
ମୋନାଲିସା ମିଶ୍ର
ଜନ୍ମ୧୯୬୯
ଜାତୀୟତା ଭାରତୀୟ
ପ୍ରସିଦ୍ଧିସାହିତ୍ୟିକା

ମୋନାଲିସା ମିଶ୍ର(ଜନ୍ମ : ୧୯୬୯), ଜଣେ ଓଡ଼ିଆ ସାହିତ୍ୟିକା ।[୧] ସେ ଉଭୟ ଗଳ୍ପ ଓ କବିତାରେ ନିଜ ଲେଖନୀ ଚାଳନା କରୁଥିଲେ ମଧ୍ୟ ଗଳ୍ପ ସଂଖ୍ୟା କବିତାଠାରୁ ଅଧିକ । ନୟାଗଡ଼ରେ ଜନ୍ମଗ୍ରହଣ କରିଥିବା ମୋନାଲିସା, ବୃତ୍ତିରେ ଜଣେ ଶିକ୍ଷୟତ୍ରୀ ।[୨]

ରଚନାବଳି[ସମ୍ପାଦନା]

କବିତା[ସମ୍ପାଦନା]

  • ଉଭାନ୍ ଫେରିବାଲା

ଗଳ୍ପ[ସମ୍ପାଦନା]

  • କେତେ ଦୂର କୃଷ୍ଣଚୂଡ଼ା
  • ବାଘରାତି
  • ଶିମିଳି ସଂଧ୍ୟା
  • ଦେହ ବର୍ଣ୍ଣାଳୀ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସୁଚରିତା ପୁରସ୍କାର - ୧୯୯୮[୩]

ଆଧାର[ସମ୍ପାଦନା]

  1. Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
  2. http://www.odiasahitya.com/members/memberprofile/?member=monalisa+mishra
  3. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ଫେବୃଆରୀ ୧୮ - ମାର୍ଚ୍ଚ ୩ ୨୦୧୭ ପୃଷ୍ଠା ୪-୫. Retrieved 2 March 2017.