ମୋଡାସା
ମୋଡାସା | |
---|---|
city | |
Country | ![]() |
State | Gujarat |
District | Aravalli |
Area | |
• Total | 13.47 km2 (5.20 sq mi) |
Elevation | 197 m (646 ft) |
• Density | 5,022.1/km2 (13,007/sq mi) |
Time zone | UTC+5:30 (IST) |
PIN | 383315 |
Telephone code | 091-2774- |
ଯାନବାହାନ ପଞ୍ଚୀକରଣ | GJ-31 |
Sex ratio | 923 female per 1000 male ♂/♀ |
Website | gujarat.gov.in |
ମୋଡାସା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ସବର୍ କନ୍ଥ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ମୋଡାସା ୨୩.୪୬୨୫ ଉତ୍ତର ଅକ୍ଷାଂଶ ଓ ୭୩.୨୯୮୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୋଡାସା ସହରର ମୋଟ ଜନସଂଖ୍ୟା ୫୪୦୫୬ ଅଟେ ।[୩] ସେଥି ମଧ୍ୟରୁ ୫୧.୪୫% ଜଣ ପରୁଷ ହୋଇଥିବା ବେଳେ ୪୮.୫୫% ଜଣ ନାରୀ ଅଟନ୍ତି । ମୋଡାସାର ସାକ୍ଷରତା ହାର ୭୪.୩୩% ଅଟେ । ଏହା ଜାତୀୟ ହାରଠାରୁ -୯.୪୯% ପ୍ରତିଶତ କମ ଅଟେ । ସେଥିରୁ ୪୧.୭୮% ପ୍ରତିଶତ ପୁରୁଷ ଓ ୩୨.୫୫% ନାରୀ ଅଟନ୍ତି । ୧୨.୭୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା[ସମ୍ପାଦନା]
ଗୁଜରାଟୀ ମୋଡାସାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.