ମୋଗାମୁଲିଜୁମାବ

ଉଇକିପିଡ଼ିଆ‌ରୁ
ମୋଗାମୁଲିଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetCCR4
Clinical data
Pronunciationmoe gam" ue liz' ue mab
Trade namesPoteligeo
SynonymsMogamulizumab-kpkc
AHFS/Drugs.commonograph
MedlinePlusa618064
data
Pregnancy
category
Routes of
administration
Intravenous
Legal status
Legal status
Chemical and physical data
FormulaC6520H10072N1736O2020S42
Molar mass୧,୪୬,୪୪୪.୯୫ g·mol−1
  (verify)

ମୋଗାମୁଲିଜୁମାବ (ଇଂରାଜୀ ଭାଷାରେ Mogamulizumab), ପୋଟେଲିଜିଓ ଏହାର ବିକ୍ରୟ ନାମ, ଏକ ଔଷଧ ଯାହା ମାଇକୋସିସ୍ ଫଙ୍ଗୋଏଡସ୍ ଏବଂ ସେଜାରୀ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୩] [୪] ଯେତେବେଳେ ଅନ୍ୟ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ସେତେବେଳେ ଏହା ବ୍ୟବହୃତ ହୁଏ ।[୩] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ନିମୋନିଆ, ଜ୍ୱର ଏବଂ ସେଲ୍ୟୁଲାଇଟିସ ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଷ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ, ସେପ୍ସିସ, ନିମୋନାଇଟିସ୍, ମାୟୋକାର୍ଡ଼ାଇଟିସ ଏବଂ ପଲିମାୟୋସାଇଟିସ ଅନ୍ତର୍ଭୁକ୍ତ ହୋଇପାରେ। ।[୩] ଗର୍ଭାବସ୍ଥାରେ ବ୍ୟବହାର ଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଶ୍ୱେତ ରକ୍ତ କୋଷରେ ମିଳୁଥିବା କେମୋକାଇନ୍ ରିସେପ୍ଟର ୪ (CCR4) ସହିତ ସଂଯୁକ୍ତ ହୋଇଥାଏ ।[୪]

୨୦୧୮ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ମୋଗାମୁଲିଜୁମାବ ଅନୁମୋଦିତ ହୋଇଥିଲା ।[୩] [୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ୫ ମିଗ୍ରାର ମୂଲ୍ୟ ୧୩୦୦ ପାଉଣ୍ଡ ଥିଲା ।[୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪୨୦୦ ଡଲାର ଅଟେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Poteligeo". Therapeutic Goods Administration (TGA). 15 February 2021. Archived from the original on 9 September 2021. Retrieved 8 September 2021.
  2. ୨.୦ ୨.୧ "AusPAR: Mogamulizumab". Therapeutic Goods Administration (TGA). 10 May 2021. Archived from the original on 9 September 2021. Retrieved 8 September 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Mogamulizumab-kpkc Monograph for Professionals". Drugs.com (in ଇଂରାଜୀ). Archived from the original on 6 August 2020. Retrieved 18 November 2021.
  4. ୪.୦ ୪.୧ ୪.୨ ୪.୩ "Poteligeo". Archived from the original on 5 July 2021. Retrieved 18 November 2021.
  5. BNF 81: March-September 2021. BMJ Group and the Pharmaceutical Press. 2021. p. 920. ISBN 978-0857114105.
  6. "Poteligeo Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 April 2021. Retrieved 18 November 2021.