ମୋକୋକ୍‌ଚୁଙ୍ଗ୍

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Mokokchung
city
Country India
StateNagaland
DistrictMokokchung
Elevation
1,325 m (4,347 ft)
Population
 (2011)[୧]
 • Total୩୫,୯୧୩
Time zoneUTC+5:30 (IST)
PIN
798601
Telephone code91 (0)369
ଯାନବାହାନ ପଞ୍ଚୀକରଣNL-02
Websitemokokchung.nic.in


ମୋକୋକ୍‌ଚୁଙ୍ଗ୍ ଏକ ଭାରତୀୟ ସହର ଅଞ୍ଚଳ କମିଟି (Town Area Committee) ଅଟେ । ଏହା ନାଗାଲ୍ୟାଣ୍ଡର ମୋକୋକ୍ଚୁଙ୍ଗ୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମୋକୋକ୍‌ଚୁଙ୍ଗ୍ ୨୬.୩୨୪୮ ଉତ୍ତର ଅକ୍ଷାଂଶ ଓ ୯୪.୫୧୮୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩୩୪୯ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୋକୋକ୍‌ଚୁଙ୍ଗ୍ ସହରର ମୋଟ ଜନସଂଖ୍ୟା ୩୧୨୦୪ ଅଟେ ।[୩] ସେଥି ମଧ୍ୟରୁ ୫୪.୯୩% ଜଣ ପରୁଷ ହୋଇଥିବା ବେଳେ ୪୫.୦୭% ଜଣ ନାରୀ ଅଟନ୍ତି । ମୋକୋକ୍‌ଚୁଙ୍ଗ୍ର ସାକ୍ଷରତା ହାର ୮୩.୭୫% ଅଟେ । ଏହା ଜାତୀୟ ହାରଠାରୁ -୧୮.୯୧% ପ୍ରତିଶତ କମ ଅଟେ । ସେଥିରୁ ୪୬.୧୫% ପ୍ରତିଶତ ପୁରୁଷ ଓ ୩୭.୬୦% ନାରୀ ଅଟନ୍ତି । ୧୦.୫୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ଇଂରାଜୀ ମୋକୋକ୍‌ଚୁଙ୍ଗ୍ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]