ମେଲଫାଲାନ ଫ୍ଲୁଫେନାମାଇଡ
Clinical data | |
---|---|
Trade names | Pepaxto |
Other names | Melflufen, 4-[Bis-(2-chloroethyl)amino]-L-phenylalanine-4-fluoro-L-phenylalanine ethyl ester, J1[୧][୨] |
License data |
|
Drug class | Alkylating agent[୩] |
Legal status | |
Legal status |
|
Pharmacokinetic data | |
Metabolism | Aminopeptidase hydrolysis, Spontaneous hydrolyisis on N-mustard |
Elimination half-life</nowiki> | 10 min in vitro |
Identifiers | |
IUPAC name
| |
Chemical and physical data | |
Formula | C24H30Cl2FN3O3 |
Molar mass | 498.42 g·mol−1 |
3D model (JSmol) | |
SMILES
| |
InChI
|
ମେଲଫାଲାନ ଫ୍ଲୁଫେନାମାଇଡ (ଇଂରାଜୀ ଭାଷାରେ Melphalan flufenamide), ପେପାକ୍ସଟୋ ବ୍ରାଣ୍ଡ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଡେକ୍ସାମେଥାଜୋନ ଭଳି ଅନ୍ୟାନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[୩] [୪] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କମ ପ୍ଲାଟେଲେଟ୍, ସ୍ୱଳ୍ପନିଉଟ୍ରୋଫିଲ୍, ସ୍ୱଳ୍ପ ଲୋହିତ ରକ୍ତ କଣିକା, ଅଇ, ତରଳ ଝାଡ଼ା ଏବଂ ଜ୍ୱର ଅନ୍ଥୋଇପାରେ ।[୩] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୪] ଏହା ଏକ ଆଲକାଇଲେଟିଂ ଏଜେଣ୍ଟ ଯାହା ଡିଏନଏର ସାଧାରଣ ମରାମତିରେ ବାଧା ସୃଷ୍ଟି କରେ ।[୩]
ମେଲଫାଲାନ ଫ୍ଲୁଫେନାମାଇଡ ଫେବୃଆରୀ ୨୦୨୧ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୨ ମସିହାରେ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା ।[୪] [୩] [୫] ଖରାପ ଫଳାଫଳର ଚିନ୍ତା ହେତୁ ନିର୍ମାତା ୨୦୨୧ ଅକ୍ଟୋବରରେ ଔଷଧ ପ୍ରତ୍ୟାହାର କଲେ; ତଥାପି ଏହି ନିଷ୍ପତ୍ତିକୁ ଓଲଟାଇବାକୁ ଚିନ୍ତା କରୁଛନ୍ତି ।[୬] ୨୦୧୧ ସୁଦ୍ଧା ବ୍ରିଟେନରେ ଏହା ଅନୁମୋଦିତ ନୁହେଁ ।[୫]
ଆଧାର
[ସମ୍ପାଦନା]- ↑ Berglund Å, Ullén A, Lisyanskaya A, Orlov S, Hagberg H, Tholander B, et al. (December 2015). "First-in-human, phase I/IIa clinical study of the peptidase potentiated alkylator melflufen administered every three weeks to patients with advanced solid tumor malignancies". Investigational New Drugs. 33 (6): 1232–41. doi:10.1007/s10637-015-0299-2. PMID 26553306. S2CID 8207569.
- ↑ Strese S, Wickström M, Fuchs PF, Fryknäs M, Gerwins P, Dale T, et al. (October 2013).
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Pepaxti". EMA. Archived from the original on 1 October 2022. Retrieved 31 October 2022.
- ↑ ୪.୦ ୪.୧ ୪.୨ ୪.୩ "Pepaxto- melphalan flufenamide injection, powder, lyophilized, for solution". DailyMed. Archived from the original on 13 September 2021. Retrieved 12 September 2021.
- ↑ ୫.୦ ୫.୧ "Melphalan flufenamide". SPS - Specialist Pharmacy Service. 11 November 2018. Archived from the original on 20 April 2022. Retrieved 31 October 2022.
- ↑ RPh, Diana Ernst (24 January 2022). "Oncopeptides Reconsiders Pepaxto Withdrawal Following Data Review". MPR. Archived from the original on 20 May 2022. Retrieved 31 October 2022.