Jump to content

ମେଥୋକ୍ସି ପଲିଏଥିଲିନ ଗ୍ଲାଇକଲ-ଇପୋଏଟିନ ବିଟା

ଉଇକିପିଡ଼ିଆ‌ରୁ
ମେଥୋକ୍ସି ପଲିଏଥିଲିନ ଗ୍ଲାଇକଲ-ଇପୋଏଟିନ ବିଟା
Clinical data
AHFS/Drugs.commonograph
data
Legal status
Legal status
  (verify)

ମେଥୋକ୍ସି ପଲିଏଥିଲିନ ଗ୍ଲାଇକଲ-ଇପୋଏଟିନ ବିଟା, ମିରୋସେରା ଏହାର ବିକ୍ରୟ ନାମ, ଏକ ଔଷଧ ଯାହା କ୍ରନିକ୍ ବୃକକ୍ ରୋଗ ଯୋଗୁଁ ହେଉଥିବା ସ୍ୱଳ୍ପ ଲୋହିତ ରକ୍ତ କଣିକାର ଚିକିତ୍ସା କରିବା ପାଇଁ ଏହା ବ୍ୟବହୃତ ହୁଏ । [୧] ଏହା ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ହେମୋଗ୍ଲୋବିନ ସ୍ତର ୧୧୦ଗ୍ରା/ଲି (୧୧ଗ୍ରାମ/ଡେଲି) ଠାରୁ ଅଧିକ ବୃଦ୍ଧି କରାଯିବା ଉଚିତ ନୁହେଁ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ ଏବଂ ତରଳ ଝାଡ଼ା ହୋଇପାରେ ।[୨] [୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆରିଦେମା ମଲ୍ଟିଫର୍ମ, ଆନାଫାଇଲାକ୍‌ସିସ, ବାତ ଏବଂ କର୍କଟ ରୋଗରେ ଖରାପ ପରିଣାମ ହୋଇପାରେ । ଏହା ଏକ ଏରିଥ୍ରୋପୋଏଇସିସ୍-ଉତ୍ତେଜକ ଏଜେଣ୍ଟ (ESA) ଏବଂ ଏରିଥ୍ରୋପୋଏଟିନ୍ ଭଳି କାମ କରେ ।

୨୦୦୭ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମେଥୋକ୍ସି ପଲିଥାଇଲନ୍ ଗ୍ଲାଇକଲ୍-ଇପୋଟିନ୍ ବିଟା ଅନୁମୋଦନ କରାଯାଇଥିଲା ।[୧] [୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଲିପିବଦ୍ଧ ଅଛି ।[୩] ଯୁକ୍ତରାଜ୍ୟରେ ୨୫ ମାଇକ୍ରୋଗ୍ରାମ୍ ଔଷଧର ମୁଲ୍ୟ ୨୦୨୧ ସୁଦ୍ଧା ୧୧୦ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୨୨୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Methoxy Polyethylene Glycol-epoetin Beta Monograph for Professionals". Drugs.com (in ଇଂରାଜୀ). Retrieved 17 November 2021.
  2. ୨.୦ ୨.୧ ୨.୨ "Mircera". Archived from the original on 29 December 2019. Retrieved 17 November 2021.
  3. World Health Organization (2021). World Health Organization model list of essential medicines: 22nd list (2021). Geneva: World Health Organization. hdl:10665/345533. WHO/MHP/HPS/EML/2021.02.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 1064. ISBN 978-0857114105.
  5. "Mircera Prices and Mircera Coupons - GoodRx". GoodRx. Retrieved 17 November 2021.