ମେଣ୍ଢାମୁଣ୍ଡିଆ

ଉଇକିପିଡ଼ିଆ ରୁ
Jump to navigation Jump to search
ମେଣ୍ଢାମୁଣ୍ଡିଆ
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ଖାଇବାର ମେଳଣସକାଳ ଧୂପ
ବାଢ଼ିବାର ତାତିସାଧାରଣ ଉତ୍ତାପ
ମୂଳ ଉପାଦାନଚୂନା

ମେଣ୍ଢାମୁଣ୍ଡିଆ (ମେଣ୍ଢା ମୁଣ୍ଡିଆ ନାମରେ ମଧ୍ୟ ଜଣା) ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କ ନିକଟରେ ବଢ଼ା ଯାଉଥିବା ଏକ ଶୁଖିଲା ପିଠା । ଏହା ସକାଳ ଧୂପରେ ("କୋଠ ଭୋଗ" ବା "ରାଜଭୋଗ" ଭାବେ ପରିଚିତ, ସକାଳ ୧୦ଟାରେ ବଢ଼ାଯାଇଥାଏ) ବଢ଼ାଯାଉଥିବା ୧୬ ଗୋଟି ଗୋପାଳ ବଲ୍ଲଭ ଭୋଗ ମଧ୍ୟରୁ ଗୋଟିଏ ।[୧][୨][୩][୪]

ଅଧିକ ପଠନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Lua error in ମଡ୍ୟୁଲ:Citation/CS1/Date_validation at line 145: attempt to compare nil with number.
  2. "Manohi lagi items for Lord Sri Jagannath". Nilachakra.org. Retrieved 10 August 2015.
  3. "Mahaprasada of Lord Jagannath". Oriyaonline.com. Retrieved 10 August 2015.
  4. Lord Jagannath. Sanbun Publishers. 2010. pp. 121–. ISBN 978-93-80213-22-4.