ମେଣ୍ଢାମୁଣ୍ଡିଆ

ଉଇକିପିଡ଼ିଆ‌ରୁ
ମେଣ୍ଢାମୁଣ୍ଡିଆ
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ଖାଇବାର ମେଳଣସକାଳ ଧୂପ
ବାଢ଼ିବାର ତାତିସାଧାରଣ ଉତ୍ତାପ
ମୂଳ ଉପାଦାନଚୂନା

ମେଣ୍ଢାମୁଣ୍ଡିଆ (ମେଣ୍ଢା ମୁଣ୍ଡିଆ ନାମରେ ମଧ୍ୟ ଜଣା) ଜଗନ୍ନାଥ ମନ୍ଦିରରେ ଠାକୁରମାନଙ୍କ ନିକଟରେ ବଢ଼ା ଯାଉଥିବା ଏକ ଶୁଖିଲା ପିଠା । ଏହା ସକାଳ ଧୂପରେ ("କୋଠ ଭୋଗ" ବା "ରାଜଭୋଗ" ଭାବେ ପରିଚିତ, ସକାଳ ୧୦ଟାରେ ବଢ଼ାଯାଇଥାଏ) ବଢ଼ାଯାଉଥିବା ୧୬ ଗୋଟି ଗୋପାଳ ବଲ୍ଲଭ ଭୋଗ ମଧ୍ୟରୁ ଗୋଟିଏ ।[୧][୨][୩][୪]

ଅଧିକ ପଠନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Mohapatra, Padmanabha (ଜୁଲାଇ ୨୦୧୧). "Daily Rituals of Sri Jagannath Temple" (PDF). Orissa Review. Retrieved 10 August 2015.
  2. "Manohi lagi items for Lord Sri Jagannath". Nilachakra.org. Archived from the original on 4 March 2016. Retrieved 10 August 2015.
  3. "Mahaprasada of Lord Jagannath". Oriyaonline.com. Archived from the original on 16 August 2015. Retrieved 10 August 2015.
  4. Lord Jagannath. Sanbun Publishers. 2010. pp. 121–. ISBN 978-93-80213-22-4.