ମୁଲ୍‌ବଗଲ୍

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Mulabagilu
ಮುಳಬಾಗಿಲು
Mulbagilu
city
Nickname: 
mudalabagelu
Country India
StateKarnataka
DistrictKolar district
Area
 • ସମୁଦାୟ8.5 km2 (3.3 sq mi)
Elevation
826 m (2,710 ft)
Population
 (2011)[୧]
 • Total୫୭,୨୭୬
 • Density5,180.35/km2 (13,417�0/sq mi)
Time zoneUTC+5:30 (IST)
PIN
563 131
Telephone code08159
ଯାନବାହାନ ପଞ୍ଚୀକରଣKA-07


ମୁଲ୍‌ବଗଲ୍ ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର କୋଲର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମୁଲ୍‌ବଗଲ୍ ୧୩.୧୬୩୭ ଉତ୍ତର ଅକ୍ଷାଂଶ ଓ ୭୮.୩୯୨୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୭୭୨ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୁଲ୍‌ବଗଲ୍ ସହରର ମୋଟ ଜନସଂଖ୍ୟା ୪୪୦୩୧ ଅଟେ ।[୩] ସେଥି ମଧ୍ୟରୁ ୫୦.୭୭% ଜଣ ପରୁଷ ହୋଇଥିବା ବେଳେ ୪୯.୨୩% ଜଣ ନାରୀ ଅଟନ୍ତି । ମୁଲ୍‌ବଗଲ୍ର ସାକ୍ଷରତା ହାର ୬୦.୯୩% ଅଟେ । ଏହା ଜାତୀୟ ହାରଠାରୁ ୩.୯୧% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୪.୨୬% ପ୍ରତିଶତ ପୁରୁଷ ଓ ୨୬.୬୭% ନାରୀ ଅଟନ୍ତି । ୧୪.୩୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

କନ୍ନଡ ମୁଲ୍‌ବଗଲ୍ର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]