ମୁନମୁନ ବାନାର୍ଜୀ

ଉଇକିପିଡ଼ିଆ‌ରୁ
ମୁନମୁନ ବାନାର୍ଜୀ
ଜନ୍ମ
ଜାତୀୟତାଭାରତୀୟ
ଅନ୍ୟ ନାମମହୁଆ
ବୃତ୍ତିଅଭିନେତ୍ରୀ
ଟେଲିଭିଜନକସୌଟି ଜିନ୍ଦେଗି କେ
ବୈବାହିକ-ସାଥୀ(s)ଗୌତମ ଜୋଗଲେକର (ଛାଡ଼ପତ୍ର)
ନୀରଜ ଶର୍ମା (ବିବାହ: ୨୦୧୦)
ସନ୍ତାନରୁମୀର ଶର୍ମା (ପୁଅ)

ମୁନମୁନ ବାନାର୍ଜୀ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମହୁଆ ଭାବରେ ମଧ୍ୟ ଜଣାଶୁଣା । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଷ୍ଟାର୍‌ପ୍ଲସ୍‌ରେ ପ୍ରସାରିତ ଏକତା କପୁରଙ୍କ ଦ୍ୱାରା ନିର୍ମିତ ହିନ୍ଦୀ ଧାରାବାହିକ କସୌଟୀ ଜିନ୍ଦେଗିରେ ସମ୍ପଦା ବସୁଙ୍କ ଭୂମିକ ପାଇଁ ଜଣାଶୁଣା । ଏହା ବ୍ୟତୀତ, ସେ ସସୁରାଲ୍ ଗେନ୍ଦା ଫୁଲ୍‌ରେ ପନ୍ନା, କୁଛ୍ ରଙ୍ଗ୍ ପ୍ୟାର୍ କେ ଐସେ ଭିରେ ଆଶା ବୋଷ ଏବଂ ଏକ୍ ଥା ରାଜା ଏକ୍ ଥି ରାନୀରେ ଦମୟନ୍ତୀ ଭୂମିକାରେ ଅଭିନୟ କରିଥିଲେ ।[୧][୨][୩][୪] ଷ୍ଟାର୍ ଭାରତରେ ପ୍ରସାରିତ ଧାରାବାହିକ ମୁସ୍କାନ୍‌ରେ ସେ ଗାୟତ୍ରୀ ସିଂହ ଭୂମିକା ଅଭିନୟ କରିଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

୨୦୧୦ ମସିହାରେ ସେ କଥାଚିତ୍ର ନିର୍ମାତା ନୀରଜ ଶର୍ମାଙ୍କୁ ବିବାହ କରିଥିଲେ । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁତ୍ର ସନ୍ତାନ ଅଛି ।

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ଭାଷା ମନ୍ତବ୍ୟ
୨୦୦୪ ୟଜ୍ଞମ୍ ଶୈଳଜା ତେଲୁଗୁ

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଭୂମିକା
୧୯୯୭ ସଟର୍‌ଡେ ସସ୍‌ପେନ୍ସ – ଡୁପ୍ଲିକେଟ୍ ନେହା (ଅଧ୍ୟାୟ ୧୧)
୧୯୯୮–୧୯୯୯ ଚସ୍ମେ ବଦ୍ଦୁର୍ ଶାନ୍ତା
ଦରାର ଚନ୍ଦ୍ରଗ୍ରହଣ
୧୯୯୯–୨୦୦୦ ଅଭିମାନ କାଜରୀ
୨୦୦୦ ଖୌଫ୍
୨୦୦୦–୨୦୦୧ ମିଠି ମିଠି ବାତେଁ
ଘର୍ ଏକ୍ ମନ୍ଦିର୍ କିଟ୍ଟୁ
ବାବୁଲ କି ଦୁଆୟେଁ ଲେତି ଯାଅ ଶୀତଲ
୨୦୦୧–୨୦୦୨ କୁସୁମ ରୁହି କପୁର
ଏକ ଟୁକଡ଼ା ଚାନ୍ଦ୍ କା ରିତୁ
୨୦୦୨–୨୦୦୩ କମାଲ୍ ଶାଇନା ବୋଷ
୨୦୦୩ ଆୱାଜ୍ - ଦିଲ୍ ସେ ଦିଲ୍ ତକ୍ ରିତିକା ଭାସ୍କର ଗୁପ୍ତା
୨୦୦୪ ରୁଃ ସୁଚେତା (ଅଧ୍ୟାୟ ୩)
୨୦୦୫ ଆହାଟ୍ ନେହା
ରୁଃ ପ୍ରିୟା (ଅଧ୍ୟାୟ ୨୯)
୨୦୦୫–୨୦୦୭ କସୌଟି ଜିନ୍ଦେଗି କେ ସମ୍ପଦା ଅନୁରାଗ ବସୁ
୨୦୦୬ କ୍ୟୁଁକି ସାସ୍ ଭି କଭି ବହୁ ଥି ଶ୍ରଦ୍ଧା
୨୦୦୬–୨୦୦୭ ରିସ୍ତୋଁ କି ଡୋର୍ ଏସିପି ନେହା
୨୦୧୦–୨୦୧୧ ସସୁରାଲ୍ ଗେନ୍ଦା ଫୁଲ୍
୨୦୧୫–୨୦୧୬ ଏକ୍ ଥା ରାଜା ଏକ୍ ଥି ରାନୀ ଦମୟନ୍ତୀ
୨୦୧୬–୨୦୧୭ କୁଛ୍ ରଙ୍ଗ୍ ପ୍ୟାର୍ କେ ଐସେ ଭି[୫] ଆଶା ବିଜୟ ବୋଷ
୨୦୧୮–୨୦୨୦ ମୁସ୍କାନ୍ ଗାୟତ୍ରୀ
୨୦୨୨ ମୁସ୍କୁରାନେ କି ବଜା ତୁମ୍ ହୋ ଉମା ରାୱତ
୨୦୦୨୩ ସସୁରାଲ ସିମର୍ କା ୨ ସନ୍ଧ୍ୟା
ଗୁମ୍ ହୈ କିସିକେ ପ୍ୟାର୍ ମେଁ ଗୀତାଞ୍ଜଳି ରମାକାନ୍ତ ପୂଜାରୀ
୨୦୨୪ ଦୂରୀ ମାୟା

ଆଧାର[ସମ୍ପାଦନା]

  1. "Moon Banerrjee to play Ssharad Malhotra's mother on 'Musakaan' - Times of India". The Times of India (in ଇଂରାଜୀ). 6 October 2018. Retrieved 27 August 2021.
  2. "When one thing doesn't work out, there is always something better in store for me: Moon Banerrjee - Times of India". The Times of India (in ଇଂରାଜୀ). 13 July 2021. Retrieved 27 August 2021.
  3. "I am the Bengali language teacher on the set: Moon Banerjee of Kucch Rang Pyar Ke - Times of India". The Times of India (in ଇଂରାଜୀ). 25 July 2016. Retrieved 27 August 2021.
  4. "Bollywood Helpline". Archived from the original on 2023-03-02.
  5. Bose, Ishani (1 September 2017). "Kuch Rang Pyaar Ke Aise Bhi To Return By Month End?". India News, Breaking News | India.com (in ଇଂରାଜୀ). Retrieved 27 August 2021.

ବାହାର ଲିଙ୍କ୍[ସମ୍ପାଦନା]