ମୁଦ୍ଦେବିହାଲ୍
ଦେଖଣା
Muddebihal
ಮುದ್ದೇಬಿಹಾಳ | |
---|---|
city | |
ଦେଶ | India |
ରାଜ୍ୟ | Karnataka |
ଜିଲ୍ଲା | Bijapur |
Elevation | 563 m (1,847 ft) |
Population (2011)[୧] | |
• Total | ୩୪,୨୧୭ |
Time zone | UTC+5:30 (IST) |
PIN | 586212 |
ଯାନବାହାନ ପଞ୍ଚୀକରଣ | ka 29 |
ମୁଦ୍ଦେବିହାଲ୍ ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ବିଜପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ମୁଦ୍ଦେବିହାଲ୍ ୧୬.୩୩୭୧ ଉତ୍ତର ଅକ୍ଷାଂଶ ଓ ୭୬.୧୩୨୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୪୭ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମୁଦ୍ଦେବିହାଲ୍ ସହରର ମୋଟ ଜନସଂଖ୍ୟା ୨୮୨୩୫ ଅଟେ ।[୩] ସେଥି ମଧ୍ୟରୁ ୫୧.୧୫% ଜଣ ପରୁଷ ହୋଇଥିବା ବେଳେ ୪୮.୮୫% ଜଣ ନାରୀ ଅଟନ୍ତି । ମୁଦ୍ଦେବିହାଲ୍ର ସାକ୍ଷରତା ହାର ୬୬.୯୫% ଅଟେ । ଏହା ଜାତୀୟ ହାରଠାରୁ ୨.୧୧% ପ୍ରତିଶତ କମ ଅଟେ । ସେଥିରୁ ୩୮.୪୫% ପ୍ରତିଶତ ପୁରୁଷ ଓ ୨୮.୫୦% ନାରୀ ଅଟନ୍ତି । ୧୪.୧୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]କନ୍ନଡ ମୁଦ୍ଦେବିହାଲ୍ର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.