ମିଲ୍କ ମନ୍ତ୍ର

ଉଇକିପିଡ଼ିଆ‌ରୁ
ମିଲ୍କ ମନ୍ତ୍ର
ପ୍ରକାରବେସରକାରୀ
ଶିଳ୍ପଖାଦ୍ୟ ପ୍ରକ୍ରିୟାକରଣା
ପ୍ରତିଷ୍ଠିତ ସ୍ଥାନଅଗଷ୍ଟ ୨୦୦୯
ପ୍ରତିଷ୍ଠାତାଶ୍ରୀକୁମାର ମିଶ୍ର
ମୁଖ୍ୟ କାର୍ଯ୍ୟାଳୟଓଡ଼ିଶା,
ଭାରତ
Area served
ଓଡ଼ିଶା, ବେଙ୍ଗାଲୁରୁ, ହାଇଦ୍ରାବାଦ
ପ୍ରମୁଖ ବ୍ୟକ୍ତି
ଶୁଭେନ୍ଦୁ ମିଶ୍ର (ମୁଖ୍ୟ ବିତ୍ତୀୟ ଅଧିକାରୀ)
ରଶିମା ମିଶ୍ର (ନିର୍ଦ୍ଦେଶକ)
ଉତ୍ପାଦଦୁଧ, ଦହି, ପନୀର, ଛେନାପୋଡ଼
Brandsମିଲ୍କୀ ମୁ, ମୁ ଶେକ
ୱେବ୍‌ସାଇଟ୍www.milkmantra.com

ମିଲ୍କ ମନ୍ତ୍ର, ଓଡ଼ିଶାରେ ଥିବା ଏକ ଦୁଗ୍ଧ ପ୍ରକ୍ରିୟାକରଣ ଓ ଦୁଗ୍ଧଜାତ ପଦାର୍ଥ ବିକ୍ରୟକାରୀ ସଂସ୍ଥା ।[୧] ଶ୍ରୀକୁମାର ମିଶ୍ର ଏହାର ପ୍ରତିଷ୍ଠାତା ଅଧ୍ୟକ୍ଷ ଅଟନ୍ତି ।[୨] ୨୦୧୨ ମସିହାରୁ ଏହି ସଂସ୍ଥାରେ ଉତ୍ପାଦନ ଆରମ୍ଭ ହୋଇଥିଲା ।[୩] ପୁରୀ ଜିଲ୍ଲାଗୋପସମ୍ବଲପୁର ଜିଲ୍ଲାର ହାତିବାଡ଼ିଠାରେ ମିଲ୍କ ମନ୍ତ୍ରର କାରଖାନା ଅଛି ।[୪] ମିଲ୍କ ମନ୍ତ୍ର, କୃଷିକ୍ଷେତ୍ରରେ ଭେନଚର କ୍ୟାପିଟାଲମାନଙ୍କଦ୍ୱାରା ଅର୍ଥ ନିବେଶିତ ହୋଇଥିବା ପ୍ରଥମ ସଂସ୍ଥା ।[୫] ଏଇଟ ରୋଡ଼ ଭେଞ୍ଚରସ, ଆବିସ୍କାର ଭେଞ୍ଚର ମ୍ୟାନେଜମେଣ୍ଟ ସର୍ଭିସେସ[୬] ଆଦି ଅର୍ଥଲଗାଣକାରୀ ସଂସ୍ଥା ମିଲ୍କ ମନ୍ତ୍ରରେ ନିବେଶ କରିଛନ୍ତି ।[୭]

ଉତ୍ପାଦିତ ପଦାର୍ଥ[ସମ୍ପାଦନା]

  • ଦୁଧ
  • ଦହି
  • ପନିର
  • ଲସି
  • ମିଲ୍କ ସେକ
  • ଛେନାପୋଡ଼[୮]

ମିଲ୍କ ସେକ, 'ମୁ ଶେକ' ନାମରେ ବିକ୍ରି ହୋଇଥାଏ ।[୯] ଅନ୍ୟ ସବୁ 'ମିଲ୍କି ମୁ' ନାମରେ ବିକ୍ରି ହୋଇଥାଏ ।

ଆଧାର[ସମ୍ପାଦନା]

  1. "Start-up Milk Mantra chalks out expansion, open to acquisitions". www.thehindubusinessline.com. the hindu businessline. Retrieved 5 July 2019.
  2. "How Milk Mantra became the taste of Odisha". www.forbesindia.com. forbes magazine. Retrieved 5 July 2019.
  3. "'ମିଲ୍କ ମନ୍ତ୍ର'ରେ ଓଡ଼ିଶାର ଶ୍ରୀକୁମାର ! ପତ୍ନୀଙ୍କ ଅଳଙ୍କାର ବନ୍ଧକରେ ବ୍ୟବସାୟ କରି ଏବେ ସେ ୨୦୦ କୋଟିର ମାଲିକ". kanaknews.com. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Retrieved 5 July 2019.
  4. "ମିଲ୍କ ମନ୍ତ୍ର ପ୍ଲାଣ୍ଟ ବୁଲିଲେ ଏକ୍ସଆଇଏମବି ଏମିଲୋନ୍ ସ୍କୁଲ ଛାତ୍ରଛାତ୍ରୀ". sambad.in. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Retrieved 5 July 2019.
  5. "Plans to increase the number of networked dairy farmers". www.thehindubusinessline.com. The Hindu Business Line. Retrieved 5 July 2019.
  6. Shakti Ranjan Panigrahy; Baljeet Singh (1 February 2017). Agro-Entrepreneurship. Scientific Publishers. pp. 171–. ISBN 978-93-87307-39-1.
  7. Singh, Rajiv (22 June 2016). "Start-up Milk Mantra churns Rs 120 cr in 4 years, compelling Raghuram Rajan to take notice". economictimes.indiatimes.com. ଇକୋନୋମିକ ଟାଇମସ. Retrieved 5 July 2019. {{cite web}}: Cite has empty unknown parameter: |dead-url= (help)
  8. "ମିଲ୍‌କ ମନ୍ତ୍ର ଆଣିଲା ଛେନାପୋଡ଼". sambad.in. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Retrieved 5 July 2019.
  9. Alexandru Grumezescu; Alina-Maria Holban (11 May 2019). Milk-Based Beverages: Volume 9: The Science of Beverages. Elsevier Science. pp. 115–. ISBN 978-0-12-815711-4.

ବାହାର ଲିଙ୍କ[ସମ୍ପାଦନା]