Jump to content

ମାସିଟେଣ୍ଟାନ

ଉଇକିପିଡ଼ିଆ‌ରୁ
ମାସିଟେଣ୍ଟାନ
Clinical data
Trade namesOpsumit
SynonymsACT-064992
AHFS/Drugs.commonograph
MedlinePlusa615033
data
Pregnancy
category
  • AU: X (High risk)
    Routes of
    administration
    By mouth
    Legal status
    Legal status
    Pharmacokinetic data
    MetabolismHydrolysis, oxidation (CYP3A4)
    Excretion2/3 urine, 1/3 faeces
    Identifiers
    • N-[5-(4-Bromophenyl)-6-[2-[(5-bromo-2-pyrimidinyl)oxy]ethoxy]-4-pyrimidinyl]-N'-propylsulfamide
    Chemical and physical data
    FormulaC19H20Br2N6O4S
    Molar mass୫୮୮.୨୮ g·mol−1
    3D model (JSmol)
    • Brc1ccc(cc1)c3c(ncnc3OCCOc2ncc(Br)cn2)NS(=O)(=O)NCCC
    • InChI=1S/C19H20Br2N6O4S/c1-2-7-26-32(28,29)27-17-16(13-3-5-14(20)6-4-13)18(25-12-24-17)30-8-9-31-19-22-10-15(21)11-23-19/h3-6,10-12,26H,2,7-9H2,1H3,(H,24,25,27)
    • Key:JGCMEBMXRHSZKX-UHFFFAOYSA-N

    ମାସିଟେଣ୍ଟାନ (ଇଂରାଜୀ ଭାଷାରେ Macitentan), ଓପସୁମିଟ୍ ଏକ ବେପାର ନାମ, ହେଉଛି ଫୁସଫୁସ ଧମନୀ ଉଚ୍ଚ ରକ୍ତଚାପ (PAH)ର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[] ଏହା ଏକାକୀ କିମ୍ବା ପିଡିଇ୫ (PDE5) ଇନହିବିଟର କିମ୍ବା ପ୍ରୋଷ୍ଟାନଏଡ ସହିତ ବ୍ୟବହୃତ ହୋଇପାରେ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଲୋହିତ ରକ୍ତ କଣିକା, ମୁଣ୍ଡବିନ୍ଧା ଏବଂ ଗଳା ଯନ୍ତ୍ରଣା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, ଅନୁର୍ବରତା ଏବଂ ଫୁସଫୁସ ଇଡିମା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଏଣ୍ଡୋଥେଲିନ ରିସେପ୍ଟର ଆଣ୍ଟାଗୋନିଷ୍ଟ (ERA) ଯାହା ଫୁସଫୁସରେ ଧମନୀକୁ ପ୍ରଶସ୍ତ କରିବାରେ ସାହାଯ୍ୟ କରେ ।[]

    ୨୦୧୩ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ମାସିଟେଣ୍ଟାନ ଅନୁମୋଦିତ ହୋଇଥିଲା ।[] [] ୨୦୨୧ରେ ଏକ ମୂଳ ନାମସଂସ୍କରଣ ପାଇଁ ଅନୁମୋଦନ କରାଯାଇଥିଲା ।[] ଯୁକ୍ତରାଜ୍ୟରେ ଏକ ମାସର ଔଷଧ ଖର୍ଚ୍ଚ ୨୦୨୧ ସୁଦ୍ଧା ୨୩୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୧୦୦୦ ଡଲାର ଅଟେ | []

    1. "Opsumit- macitentan tablet, film coated". DailyMed. 22 September 2020. Archived from the original on 27 October 2020. Retrieved 24 October 2020.
    2. 1 2 3 4 5 6 "Macitentan Monograph for Professionals". Drugs.com (in ଇଂରାଜୀ). Archived from the original on 28 October 2020. Retrieved 13 November 2021.
    3. 1 2 3 "Opsumit". Archived from the original on 21 June 2021. Retrieved 13 November 2021.
    4. "Macitentan: FDA-Approved Drugs". U.S. Food and Drug Administration (FDA). Archived from the original on 24 June 2021. Retrieved 19 June 2021.
    5. BNF 81: March-September 2021. BMJ Group and the Pharmaceutical Press. 2021. p. 198. ISBN 978-0857114105.
    6. "Opsumit Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 April 2021. Retrieved 13 November 2021.