ମାଶୋବ୍ରା
ମାଶୋବ୍ରା | |
---|---|
ସହର | |
Country | India |
State | Himachal Pradesh |
District | Shimla |
Elevation | 2,146 m (7,041 ft) |
Languages | |
• Official | Hindi |
Time zone | UTC+5:30 (IST) |
PIN | 171 007 |
Telephone code | 0177 |
ଯାନବାହାନ ପଞ୍ଚୀକରଣ | HP-03, HP-51 |
ମାଶୋବ୍ରା , ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ଏକ ସହର । ଏହା ହିମାଚଳ ପ୍ରଦେଶର ରାଜଧାନୀ ଶିମଳା ( ପୂର୍ବରୁ ସିମଳା )କୁ ୧୮୫୦ ମସିହାରେ ଲର୍ଡ ଡେଲହାଉସୀଙ୍କଦ୍ୱାରା ନିର୍ମିତ ଏଇତିହାସିକ ରାଜପଥ ହିନ୍ଦୁସ୍ତାନ - ତିବତ ରାଜପଥ ( ବର୍ତ୍ତମାନ NH-22) ସହ ସଂଯୁକ୍ତ କରେ ।
ଭୌଗୋଳିକ ସ୍ଥିତି
[ସମ୍ପାଦନା]ମାଶୋବ୍ରାର ଭୌଗୋଳିକ ଅବସ୍ଥିତି 31°08′N 77°14′E / 31.13°N 77.23°E.[୧] ଏହାର ହାରାହାରି ପତ୍ତନ ୭,146 ଫୁଟ ।
ଶୈଳ ନିବାସ
[ସମ୍ପାଦନା]ଏଠାରେ ରାଷ୍ଟ୍ରପତିଙ୍କ ଶୈଳ ନିବାସ ଅବସ୍ଥିତ । ଗ୍ରୀଷ୍ମ କାଳରେ ରାଷ୍ଟ୍ରପତିମାନେ ଏଠାରେ ଆସି ସମୟ ସମୟରେ ରହନ୍ତି । ତାଙ୍କ ପାଇଁ ଅସ୍ଥାୟୀ ଅଫିସର ବ୍ୟବସ୍ଥା କରାଯାଇଥାଏ । କାଷ୍ଠ ନିର୍ମିତ ଏକ ଗୃହ ଏହି ଉପଲକ୍ଷ୍ଯେ 1850 ମସିହାରୁ ନିର୍ମିତ ହୋଇଛି । [୨]
ବ୍ରିଟିଶ ଅମଳରେ ଭାଇସରାୟମାନେ ଗ୍ରୀଷ୍ମ କାଳରେ ଏଠାରେ ସପରିବାର ଅବସ୍ଥାନ କରୁଥିଲେ ।
Other places of interest
[ସମ୍ପାଦନା]ମାଶୋବ୍ରା ଏକ ଲୋକପ୍ରିୟ ପର୍ଯ୍ୟଟକ[୩][୪] କେନ୍ଦ୍ର । ଏଠାରେ ବର୍ତ୍ତମାନ ଓବେରୟ ହୋଟେଲ ( ପୂର୍ବତନ wildflowar ହଲ ) ପୂର୍ବରୁ ବ୍ରିଟିଶ ଅମଳର ଅଧିକାରୀମାନଙ୍କ ରହଣି ସ୍ଥାନ ହେଇଥିଲା । ପ୍ରସିଦ୍ଧ ଭାରତୀୟ ଲେଖକ ପଙ୍କଜ ମିଶ୍ର ଏହି ମଶୋବରଠାରେ ରହନ୍ତି । ମାଶୋବ୍ରା[୫] ନିକଟରେ ସୁନ୍ଦର ପିକ୍ନିକ ସ୍ଥଳ ମାନ ରହିଛି ।ଏଠାରେ ଥିବା federico peleti [୬]ନାମକ ଭିଲ୍ଲା ଅତ୍ୟନ୍ତ ପ୍ରକ୍ଷାତ । ଏହି ବିଷୟରେ ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଲେଖିକା ଅନିତା ଦେଶାଇ[୭] ମଧ୍ୟ ଉଲ୍ଲେଖ କରିଛନ୍ତି ।
ବୃକ୍ଷରାଜି ଓ ଜୀବଜନ୍ତୁ
[ସମ୍ପାଦନା]ମାଶୋବ୍ରା ଶିମଳା ଅଭୟାରଣ୍ୟର ଏକ ଅଂଶ ବିଶେଷ । ଏଠାରେ ପାଇନ, ଓକ ଆଦି ବୃକ୍ଷର ପ୍ରକୃତିକ ଜଙ୍ଗଲ ରହିଛି । ଜୀବ ଜନ୍ତୁ ମଧ୍ୟରେ ହରିଣ , ଶିଆଲ , ବାବୁନ ଆଦି ଦେଖା ଯାଆନ୍ତି ।
Educational Institution
[ସମ୍ପାଦନା]ଏଠାରେ ହିମାଳୟନ ଅନ୍ତର୍ଜାତିକ ସ୍କୁଲ ଏକ ଆବାସିକ ବିଦ୍ୟାଳୟ ।
References
[ସମ୍ପାଦନା]- ↑ Falling Rain Genomics, Inc - Mashobra
- ↑
{{cite web}}
: Empty citation (help) - ↑ "Travelogue in TIME". November 8, 2003. Archived from the original on February 4, 2006. Retrieved July 5, 2006.
{{cite news}}
: More than one of|accessdate=
and|access-date=
specified (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help)