ମାଶୋବ୍ରା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ମାଶୋବ୍ରା
ସହର
Country India
StateHimachal Pradesh
DistrictShimla
Elevation
2,146 m (7,041 ft)
Languages
 • OfficialHindi
Time zoneUTC+5:30 (IST)
PIN
171 007
Telephone code0177
ଯାନବାହାନ ପଞ୍ଚୀକରଣHP-03, HP-51

ମାଶୋବ୍ରା , ଭାରତୀୟ ରାଜ୍ୟ ହିମାଚଳ ପ୍ରଦେଶର ଏକ ସହର । ଏହା ହିମାଚଳ ପ୍ରଦେଶର ରାଜଧାନୀ  ଶିମଳା ( ପୂର୍ବରୁ ସିମଳା )କୁ ୧୮୫୦ ମସିହାରେ ଲର୍ଡ ଡେଲହାଉସୀଙ୍କଦ୍ୱାରା ନିର୍ମିତ ଏଇତିହାସିକ ରାଜପଥ ହିନ୍ଦୁସ୍ତାନ - ତିବତ ରାଜପଥ ( ବର୍ତ୍ତମାନ NH-22) ସହ ସଂଯୁକ୍ତ କରେ । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ମାଶୋବ୍ରାର ଭୌଗୋଳିକ ଅବସ୍ଥିତି 31°08′N 77°14′E / 31.13°N 77.23°E / 31.13; 77.23.[୧] ଏହାର ହାରାହାରି ପତ୍ତନ ୭,146 ଫୁଟ । 

ଶୈଳ ନିବାସ [ସମ୍ପାଦନା]

ଏଠାରେ ରାଷ୍ଟ୍ରପତିଙ୍କ ଶୈଳ ନିବାସ ଅବସ୍ଥିତ । ଗ୍ରୀଷ୍ମ କାଳରେ ରାଷ୍ଟ୍ରପତିମାନେ ଏଠାରେ ଆସି ସମୟ ସମୟରେ ରହନ୍ତି । ତାଙ୍କ ପାଇଁ ଅସ୍ଥାୟୀ ଅଫିସର ବ୍ୟବସ୍ଥା କରାଯାଇଥାଏ । କାଷ୍ଠ ନିର୍ମିତ ଏକ ଗୃହ ଏହି ଉପଲକ୍ଷ୍ଯେ 1850 ମସିହାରୁ ନିର୍ମିତ ହୋଇଛି । [୨]

ବ୍ରିଟିଶ ଅମଳରେ ଭାଇସରାୟମାନେ ଗ୍ରୀଷ୍ମ କାଳରେ ଏଠାରେ ସପରିବାର ଅବସ୍ଥାନ କରୁଥିଲେ । 

Other places of interest[ସମ୍ପାଦନା]

ମାଶୋବ୍ରା ଏକ ଲୋକପ୍ରିୟ ପର୍ଯ୍ୟଟକ[୩][୪] କେନ୍ଦ୍ର । ଏଠାରେ ବର୍ତ୍ତମାନ ଓବେରୟ ହୋଟେଲ ( ପୂର୍ବତନ wildflowar ହଲ ) ପୂର୍ବରୁ ବ୍ରିଟିଶ ଅମଳର ଅଧିକାରୀମାନଙ୍କ ରହଣି ସ୍ଥାନ ହେଇଥିଲା । ପ୍ରସିଦ୍ଧ ଭାରତୀୟ ଲେଖକ ପଙ୍କଜ ମିଶ୍ର ଏହି ମଶୋବରଠାରେ ରହନ୍ତି । ମାଶୋବ୍ରା[୫] ନିକଟରେ ସୁନ୍ଦର ପିକ୍ନିକ ସ୍ଥଳ ମାନ ରହିଛି ।ଏଠାରେ ଥିବା federico peleti [୬]ନାମକ ଭିଲ୍ଲା ଅତ୍ୟନ୍ତ ପ୍ରକ୍ଷାତ । ଏହି ବିଷୟରେ ଅନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଲେଖିକା ଅନିତା ଦେଶାଇ[୭] ମଧ୍ୟ ଉଲ୍ଲେଖ କରିଛନ୍ତି ।  

ବୃକ୍ଷରାଜି ଓ ଜୀବଜନ୍ତୁ [ସମ୍ପାଦନା]

Entrance, Shimla Water Catchment Wildlife Sanctuary, Himachal Pardes, India
Inner view of Shimla Water Catchment Wildlife Sanctuary, Himachal Pardes, India

ମାଶୋବ୍ରା ଶିମଳା ଅଭୟାରଣ୍ୟର ଏକ ଅଂଶ ବିଶେଷ । ଏଠାରେ ପାଇନ, ଓକ ଆଦି ବୃକ୍ଷର ପ୍ରକୃତିକ ଜଙ୍ଗଲ ରହିଛି । ଜୀବ ଜନ୍ତୁ ମଧ୍ୟରେ ହରିଣ , ଶିଆଲ , ବାବୁନ ଆଦି ଦେଖା ଯାଆନ୍ତି । 

Educational Institution[ସମ୍ପାଦନା]

ଏଠାରେ ହିମାଳୟନ ଅନ୍ତର୍ଜାତିକ ସ୍କୁଲ ଏକ ଆବାସିକ ବିଦ୍ୟାଳୟ । 

References[ସମ୍ପାଦନା]

  1. Falling Rain Genomics, Inc - Mashobra
  2. {{cite web}}: Empty citation (help)
  3. "Travelogue in TIME". November 8, 2003. Archived from the original on February 4, 2006. Retrieved July 5, 2006. {{cite news}}: More than one of |accessdate= and |access-date= specified (help)
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. {{cite web}}: Empty citation (help)
  7. {{cite web}}: Empty citation (help)