ମାରାଭାଇରୋକ

ଉଇକିପିଡ଼ିଆ‌ରୁ
ମାରାଭାଇରୋକ
Structural formula of maraviroc
Ball-and-stick model of the maraviroc molecule
Clinical data
Pronunciation/məˈrævɪrɒk/ mə-RAV-i-rok Selzentry: /sɛlˈzɛntri/ sel-ZEN-tree
Trade namesSelzentry, Celsentri
SynonymsUK-427857, 4,4-Difluoro-N-[(1S)-3-{(1R,3s,5S)-3-[3-methyl-5-(propan-2-yl)-4H-1,2,4-triazol-4-yl]-8-azabicyclo[3.2.1]octan-8-yl}-1-phenylpropyl]
cyclohexanecarboxamide
AHFS/Drugs.commonograph
MedlinePlusa607076
data
Pregnancy
category
  • AU: B1
  • US: B (No risk in non-human studies)
Routes of
administration
By mouth (tablets, oral solution)
Legal status
Legal status
Pharmacokinetic data
Bioavailability23%[୩]
Protein binding~76%[୨]
MetabolismLiver (CYP, predominantly CYP3A)[୨]
MetabolitesSecondary amine formed by N-dealkylation (major)
Elimination half-life14–18 hours[୨] (mean 16 hours)[୪]
ExcretionFeces (76%), urine (20%)[୨]
Identifiers
  • 4,4-Difluoro-N-{(1S)-3-[3-(3-isopropyl- 5-methyl-4H-1,2,4-triazol-4-yl)-8-azabicyclo[3.2.1]oct-8-yl]-1-phenylpropyl}cyclohexanecarboxamide
ECHA InfoCard100.124.927 Edit this at Wikidata
Chemical and physical data
FormulaC29H41F2N5O
Molar mass୫୧୩.୬୮ g·mol−1
3D model (JSmol)
  • Cc5nnc(n5[C@@H]1C[C@H]4CC[C@@H](C1)N4CC[C@H](NC(=O)C2CCC(F)(F)CC2)c3ccccc3)C(C)C
  • InChI=1S/C29H41F2N5O/c1-19(2)27-34-33-20(3)36(27)25-17-23-9-10-24(18-25)35(23)16-13-26(21-7-5-4-6-8-21)32-28(37)22-11-14-29(30,31)15-12-22/h4-8,19,22-26H,9-18H2,1-3H3,(H,32,37)/t23-,24+,25-,26-/m0/s1 ☒N
  • Key:GSNHKUDZZFZSJB-QYOOZWMWSA-N ☒N
  (verify)

ମାରାଭାଇରୋକ, ସେଲଜେଣ୍ଟ୍ରି ଏବଂ ସେଲସେଣ୍ଟ୍ରି ବ୍ରାଣ୍ଡ ଏହାର ଦୁଇଟି ବେପାର ନାମ, ହେଉଛି ଏକ ଆଣ୍ଟିରେଟ୍ରୋଭାଇରାଲ ଔଷଧ ଯାହା ଏଚ୍‌ଆଇଭି/ଏଡସ୍‌ର ଚିକିତ୍ସା ତଥା ପ୍ରତିଷେଧ ପାଇଁ ବ୍ୟବହୃତ ହୁଏ। ।[୫] ସାଧାରଣତଃ ଏହା ପ୍ରାରମ୍ଭିକ ଚିକିତ୍ସା ନୁହେଁ, କେବଳ ସିସିଆର୫ ଟ୍ରପିଜ୍ମ (CCR5) ଥିବା କ୍ଷେତ୍ରରେ ଏହା ଦିଆଯାଏ ।[୫] ଏହା ପାଟିରେ ଦିଆଯାଏ ।[୫]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କାଶ, ଜ୍ୱର, ରାସ ଏବଂ ଉପର ଶ୍ୱାସନଳୀ ସଂକ୍ରମଣ ହୋଇପାରେ ।[୫] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଟୋଇମ୍ୟୁନ ଡିଜିଜ, ଆଲର୍ଜି ପ୍ରତିକ୍ରିୟା, ଆଭାସ୍କୁଲାର ନେକ୍ରୋସିସ୍ ଏବଂ ଯକୃତ ସମସ୍ୟା ହୋଇପାରେ ।[୫] [୬] ଗର୍ଭାବସ୍ଥାରେ ଏହା ବ୍ୟବହାର କରିବାକୁ ସାଧାରଣତଃ ସୁପାରିଶ କରାଯାଏ ନାହିଁ ।[୫] ଗୁରୁତ୍ୱପୂର୍ଣ୍ଣ ବୃକ୍‌କ ସମସ୍ୟା ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୫] ଏହା ଏକ ସିସିଆର୫ (CCR5) ରିସେପ୍ଟର ଆଣ୍ଟାଗୋନିଷ୍ଟରେ ଏବଂ ଏଚ୍.ଆଇ.ଭିକୁ ଜୀବକୋଷ ଭିତରକୁ ପ୍ରବେଶ ନ କରେଇ କାର୍ଯ୍ୟକ୍ଷମ ହୁଏ ।[୬] [୭]

୨୦୦୭ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ମାରାଭାଇରୋକ ଅନୁମୋଦିତ ହୋଇଥିଲା ।[୫] [୭] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହା ପିଛା ପ୍ରତି ମାସରେ ୫୨୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ୧୫୦୦ ଡଲାର ଅଟେ ।[୮]

ଆଧାର[ସମ୍ପାଦନା]

  1. "Celsentri EPAR". European Medicines Agency (EMA). Archived from the original on 12 November 2020. Retrieved 31 July 2020.
  2. ୨.୦ ୨.୧ ୨.୨ ୨.୩ "Selzentry- maraviroc tablet, film coated Selzentry- maraviroc solution". DailyMed. 18 July 2018. Archived from the original on 25 March 2021. Retrieved 31 July 2020.
  3. Abel S, Russell D, Whitlock LA, Ridgway CE, Nedderman AN, Walker DK (April 2008). "Assessment of the absorption, metabolism and absolute bioavailability of maraviroc in healthy male subjects". British Journal of Clinical Pharmacology. 65 (Suppl 1): 60–7. doi:10.1111/j.1365-2125.2008.03137.x. PMC 2311408. PMID 18333867.
  4. Abel S, Back DJ, Vourvahis M (2009). "Maraviroc: pharmacokinetics and drug interactions". Antiviral Therapy. 14 (5): 607–18. PMID 19704163.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ "Maraviroc Monograph for Professionals". Drugs.com (in ଇଂରାଜୀ). Archived from the original on 26 May 2016. Retrieved 14 November 2021.
  6. ୬.୦ ୬.୧ ୬.୨ BNF 81: March-September 2021. BMJ Group and the Pharmaceutical Press. 2021. p. 699. ISBN 978-0857114105.
  7. ୭.୦ ୭.୧ "Celsentri". Archived from the original on 12 November 2020. Retrieved 14 November 2021.
  8. "Maraviroc Prices, Coupons & Savings Tips - GoodRx". GoodRx. Archived from the original on 23 July 2021. Retrieved 14 November 2021.